ଅଯୋଧ୍ୟାରେ ଭୂମି ପୂଜନ ହେଉଥିବା ଅବସରରେ ବିନ୍ଦୁ ସାଗରରେ ଭାରତ ରକ୍ଷା ମଞ୍ଚ ପକ୍ଷରୁ ଯଜ୍ଞ କରାଯାଇଛି. ଏଥିରେ ବିଭିନ୍ନ ଧର୍ମାବଲମ୍ବୀ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ. ଶାନ୍ତି, ସତଭାବନା ଓ ଏକତାର ବାର୍ତ୍ତା ଦେଇ ଏହି ଯଜ୍ଞ ଅନୁଷ୍ଟିତ କରାଯାଇଛି...
#TheArgus #Odishanews #RamMandir_BhumiPuja #Bhubaneswar #Bindusagar