ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଥିବା ଦୁର୍ନୀତି ମାମଲାର ତଦନ୍ତ କରିବେ ଲୋକାୟୁକ୍ତ । ପ୍ରଥମ ଥର ପାଇଁ ସରକାର ଜଣେ ବିଧାୟକଙ୍କ ଦୁର୍ନୀତିର ତଦନ୍ତ ଭାର ଦେଇଛନ୍ତି ଲୋକାୟୁକ୍ତଙ୍କୁ । ଏପଟେ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ....
#ArgusNews #Odisha #Pradeep_Panigrahi #Lokayukta