ରାତି ପାହିଲେ ଭାରତ ବନ୍ଦ । ଚକ ଅଖ ସବୁ ବନ୍ଦ । କେନ୍ଦ୍ରର ନୂଆ କୃଷି ଆଇନ କୁ ବିରୋଧ କରି ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ଓଡିଶାରେ କଂଗ୍ରେସ ସମେତ 12 ଟି ରାଜନୈତିକ ଦଳ ଓ କିଛି ଚାଷୀ ସଂଗଠନ...
#ArgusNews #National #Farmer_Bill #Bharat_Band