ମଣ୍ଡି ଅବ୍ୟବସ୍ଥାକୁ ନେଇ ପୁଣି ରାସ୍ତାରୋକ । ଗଂଜାମ ଜିଲ୍ଲା ଆସିକା ଦାନଚନ୍ଦନପେଢି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ରାସ୍ତାରୋକ କଲେ ଚାଷୀ । କେନ୍ଦୁପଦର ଠାରେ ଶତାଧିକ ଚାଷୀ ଏହି ରାସ୍ତା ଅବରୋଧ କରିଛନ୍ତି ....
#ArgusNews #PaddyIssue #Bramhapur #Strick #FarmerStrick