ଶିଶୁପାଳ ହୋଇ ଫେରିଲା ବର। ବନ୍ଦ ହେଲା ବାଲ୍ୟ ବିବାହ। ବିଳମ୍ବିତ ରାତିରେ ରାଉରକେଲା କୁଆଁରମୁଣ୍ଡା ଫାଣ୍ଡି ବ୍ଲକ କଲୋନୀରେ ଘଟିଛି ଏଭଳି ଅଘଟଣ । ରାଜସ୍ଥାନର ଜଣେ ଯୁବକ ଜଣେ ନାବାଳିକାକୁ ବିବାହ କରୁଥିବା ବେଳେ ଚାଇଲଡ଼ ଲାଇନ ନାବାଳିକାକୁ ଉଦ୍ଧାର କରିଛି ....
#ArgusNews #Childmarriage #Rourkela #Rajasthan