ମୟୁରଭଞ୍ଜ କରଞ୍ଜିଆ ସହରରେ ଲୁଟେରା ଆତଙ୍କ । ଗତ କିଛିଦିନ ହେବ ଏକ ବାଇକ ରେ ଆସି ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କଠୁ ଲକ୍ଷେ ଟଙ୍କା ଲୁଟିନେଇଥେଲେ ଦୁର୍ବୁତ୍ତ । ସାତଦିନ ନ ପୂରୁଣୁ ପୁଣି ଏକ ଲୁଟ ଦେଖିବାକୁ ମିଳିଛି, କରଞ୍ଜିଆ ଥାନା ମିର୍ଗୀ ନାଣ୍ଡି ଗ୍ରାମର ଯନ୍ତ୍ରୀ ନାୟକ ନାମକ ମହିଳା କରଞ୍ଜିଆ ଷ୍ଟେଟ ବ୍ୟାଙ୍କରେ ନିଜର ସୁନା କାନ ଫୁଲ ଏବଂ ରୁପାର ପାଉଞ୍ଝିକୁ ବନ୍ଧା ଦେଇ ଟଙ୍କା ନେବା ପାଇଁ ଷ୍ଟେଟ ବ୍ୟାଙ୍କ କୁ ଯାଇଥିଲେ । #ArgusNews #Odisha #Karanjia #Looters