ଭଡାରେ ଲାଗିଛି ଚାକିରୀ । ସ୍କୁଲ ଆସୁନାହାନ୍ତି ଉର୍ମୀଳା ଦିଦି । ସ୍କୁଲରେ ଭଡାରେ ଲାଗିଛି ଦିଦି ଉର୍ମୀଳା ଦେଇଙ୍କ ଚାକିରୀ । ଦିଦି ସ୍କୁଲ ଆସୁନାହାଁନ୍ତି ଅଣଶିକ୍ଷକ ପଢାଉଛନ୍ତି ସ୍କୁଲରେ ପାଠ। ସରକାରୀ ତହବିଲରୁ ଦିଦି ଦରମା ନେଉଥିବା ବେଳେ, ଦିଦି ସ୍କୁଲ ନଆସି ପାଠ ପଢେଇବା ବାବଦକୁ ଅଣଶିକ୍ଷକ ବାପି ସାରଙ୍କୁ ତାଙ୍କ ଦରମାରୁ ଦେଉଛନ୍ତି 12ହଜାର ଟଙ୍କା । ଏ ହେଉଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନାରାୟଣ ବିଦ୍ୟାପୀଠର ଶିକ୍ଷୟତ୍ରୀ ଉର୍ମିଳା ଦେଇ । ଦୀର୍ଘ ଦିନ ହେବ ଦିଦି ସ୍କୁଲକୁ ନଆସି ଅଣ ଶିକ୍ଷକଙ୍କ ମାଧ୍ୟମରେ ପାଠ ପଢାଉଛନ୍ତି ବୋଲି ଅଭିଯୋଗ ହୋଇଛି.......
#ArgusNews #Odisha #Puri #School #Teacher #Fraud