ମହାମାରୀକୁ ସମ୍ଭାଳୁ ସମ୍ଭାଳୁ ରାଜ୍ୟରେ ଅଣାୟତ୍ତ ମ୍ୟାଲେରିଆ । କେବଳ କୋରୋନା ଉପରେ ସରକାରଙ୍କ ଫୋକସ । ନିୟନ୍ତ୍ରଣ ବାହାରକୁ ହେଲା ମ୍ୟାଲେରିଆ ସ୍ଥିତି । 2016ରୁ 2019 ଭିତରେ କମିଥିଲା, 2020ରେ ପୁଣି ଉପର ମୁହାଁ ମ୍ୟାଲେରିଆ ସ୍ଥିତି......
#ArgusNews #Odisha #Health_Minister #CMO_office #Malaria
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app