ବ୍ରହ୍ମପୁରର କିନ୍ନରଙ୍କ ମୁହଁରେ ଶ୍ରୀରାମଙ୍କ ଧ୍ୱନି । ବ୍ରହ୍ମପୁର କିନ୍ନର ସଂଘ ତରଫରୁ ହାତରେ ପଦ୍ମଫୁଲ ଧରି, ଦୀପ ପ୍ରଜ୍ୱଳନ କରିଛନ୍ତି ବ୍ରହ୍ମପୁରର ରାମ ଲିଙ୍ଗେସ୍ୱର ପ୍ରାଙ୍ଗଣରେ । ଦୀର୍ଘ ବର୍ଷର ଅପେକ୍ଷାର ଆଜି ଅନ୍ତଃ ଘଟିଛି ...
#TheArgus #Berhampur #Kinnar