ସ୍ତ୍ରୀ କହୁଛି ମୋ ସ୍ବାମୀର ୨୦ରୁ ଉର୍ଦ୍ଧ୍ବ ପତ୍ନୀ । ଝିଅ କହୁଛି ମୋ ବାପା ଠକ ସର୍ଦ୍ଦାର। ଏମିତି କିଛି ଅଭିଯୋଗ କରି ଜୟପୁର ପବିତ୍ର ଚେଟ୍ଟୀଙ୍କ ବିରୋଧରେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ପବିତ୍ରଙ୍କ ସ୍ତ୍ରୀ ଓ ଝିଅଙ୍କ ସହ ପୁଅ ବୋହୂ....
#ArgusNews #Odisha #Koraput #Jeypore #Complain_Against_Husband