ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାଆନ୍ତରାପୁର-ଉତ୍ତରବାହା ଗାଁରେ ମହିଳାମାନେ ଦେଶୀ ଚୋରା ମଦ ସହ ମଦ ବେପାରୀକୁ ଧରି ପୋଲିସକୁ ଜିମା ଦେଇଛନ୍ତି । ମହିଳାମାନେ ମିଳିତ ଭାବେ ଚଢାଉ କରି ମଦ ବୋଝେଇ କାରକୁ ଜବତ କରିବା ସହ 3 ଜଣ ଯୁବକଙ୍କୁ କାବୁ କରିଥିଲେ.....
#ArgusNews #Odisha #ArgusUpdate #Bhadrak #Bootleg #Seized