ଗତ 3 ବର୍ଷହେଲା ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି ଦେବକୀ କୁଦେଇ । 3 ବର୍ଷ ତଳେ ପିନ୍ଧା ଲୁଗାରେ ନିଆଁ ଲାଗି ଦେହର 70 ଭାଗ ପୋଡି ଯାଇଥିଲା । ସେଇ ଦିନଠାରୁ ଦେବକୀ ସରକାରଙ୍କୁ ଭଲ ହେବାପାଇଁ ଆର୍ଥିକ ସାହାର୍ଯ୍ୟ ଓ ଭାଗବାନଙ୍କୁ ଏ କଷ୍ଟରୁ ରକ୍ଷା ଦେବାପାଇଁ ମୃତ୍ୟୁ ମାଗୁଛନ୍ତି । ହେଲେ କେହି ଶୁଣୁନାହାନ୍ତି ଦେବକୀଙ୍କ ଗୁହାରି.....
#ArgusNews #Odisha #Kandhamal #Helpless
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app