ଶାରଦୀୟ ପୂଜା ଉତ୍ସବର ଦଶହରା ବଡ଼ ପର୍ବ । ଅଧର୍ମ ଉପରେ ଧର୍ମର ବିଜୟକୁ ଦଶହରା ଉତ୍ସବ ରୂପରେ ପାଳନ କରାଯାଏ । ଏଥିପାଇଁ ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ମନ୍ତ୍ର ଉଚ୍ଚାରଣରେ ସବୁଠି ଆଧ୍ୟାତ୍ମିକ ପରିବେଶ ।
#TheArgus #ArgusUpdate #ArgusOdia #ArgusNews #Headlines #UpdateNews