ଚେକଡ୍ୟାମ ନିର୍ମାଣରେ ମହାଦୁର୍ନୀତି । ପୁରୁଣା ସାଇଡ୍ ୱାଲରେ ସିମେଣ୍ଟ ବୋଳି ନୂଆ ଦର୍ଶାଇ ଲୁଟି ନେଲେ ଲକ୍ଷଲକ୍ଷ ଟଙ୍କା । କେବଳ ଗାର୍ଡ଼ ୱାଲ୍ ନିର୍ମାଣ କରି କାମ ସାରିଦେଇଛନ୍ତି ବିଭାଗୀୟ ଅଧିକାରୀ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି....
#ArgusNews #Odisha #Keonjhar #Scam
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2