ଖଣିରେ ଶ୍ରମିକ ବଦଳରେ ଚାଲୁଛି ମେସିନର ବ୍ୟବାହାର । ଯାହାକୁ ନେଇ ରୋଜଗାର ହରାଉଛନ୍ତି ଶତାଧିକ ଶ୍ରମିକ । କେନ୍ଦୁଝର ଜିଲ୍ଲା ଶୁଆକାଠି ନିକଟସ୍ଥ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଓଡିଶା ମାଇନିଂ କର୍ପୋରେସନ ଖଣି ଉପରେ ନିର୍ଭର କରି ଦୀର୍ଘ ବର୍ଷ ହେଲା ଆଖ ପାଖର ପାଞ୍ଚରୁ ଉର୍ଦ୍ଧ୍ବ ପଞ୍ଚାୟତ ଭରଣପୋଷଣ ମେଣ୍ଟାଉଥିଲେ । #ArgusNews #Odisha #ArgusUpdate #Kendujhar #Labour #Protest