ଗଞ୍ଜାମ ଭଞ୍ଜନଗର ୫୧ ନଂ ଯୋନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଘରକୁ ଘର ଯାଇ ଭୋଟ ଭିକ୍ଷା କରିବା ସହ ପଥପ୍ରାନ୍ତ ସଭା କରି ଶାସକ ଦଳର ଅପାରଗତା ଓ ଦୁର୍ନୀତି ଗୁଡିକ ଲୋକଲୋଚନକୁ ଆଣିବା ସହ ବଜେପିକୁ ବିପୁଳ ସଂଖ୍ୟରେ ଭୋଟ ଦେବାକୁ କହୁଛନ୍ତି ଦଳୀୟ ନେତା ମାନେ ।
#Election2022 #OdishaElection #BJP #PanchayatElection2022 #Sarapancha #Ganjam #bhanjanagar #Odisha #ArgusNews