ଆଜି ରାଜ୍ୟର ୨୨ଟି ଜିଲ୍ଲାରେ ବର୍ଷା ସମ୍ଭାବନା । ରାଜ୍ୟର ବାୟୁମଣ୍ଡଳରେ ଦୁଇଟି ନିମ୍ନ ଚାପ-ରେଖା ସୃଷ୍ଟି ହୋଇଛି। ଏଥିମଧ୍ୟରୁ ଗୋଟିଏ ବାୟୁମଣ୍ଡଳର ଦେଢ଼ କିଲୋମିଟର ଯାଏ ବିସ୍ତୁତ ଥିବା ବେଳେ ଅନ୍ୟଟି ୩.୧ କିମି ପର୍ଯ୍ୟନ୍ତ ବିସ୍ତୃତ ହୋଇରହିଛି ।
#WeatherNews #WeatherUpdate #Rains #lowpressure #ArgusNews