ମହାମାରୀ ସବୁ ବର୍ଗର ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଆଉ ମହାମାରୀ ରାଜ୍ୟକୁ ଗ୍ରାସ କରିବାର ପାଖାପାଖି 5ମାସ ବିତିବାକୁ ବସିଲାଣି । ତଥାପି ସ୍ବାଭାବିକ ହୋଇପାରିନାହିଁ ଜୀବନ ଯାତ୍ରା । ବିଶେଷ କରି ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ପୁରୀ ସହରର ଅବସ୍ଥା କହିଲେ ନସରେ..ଦୀପ ଓ ସଳିତା ଦୋକାନୀ ଠାରୁ ଆରମ୍ଭ କରି ରିକ୍ସାବାଲା,ଛୋଟ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ହତାଶ...
#ArgusNews #OdishaNews #Puri #Corona_Effect