କୋଭିଡ ପରିଚାଳନାରେ ଦ୍ୱନ୍ଦରେ ନିଜେ ସରାକର । କଟକ ଓ ଭୁବନେଶ୍ୱକୁ ଅନ୍ୟ ଜିଲ୍ଲାରୁ ରୋଗୀ ନ ଆଣିବାକୁ ଗତକାଲି ସ୍ୱାସ୍ଥ୍ଯ ବିଭାଗର ନିର୍ଦ୍ଦେଶକୁ ଆଜି ମୁଖ୍ୟଶାସନ ସଚିବ ଖାରଜ କରିଛନ୍ତି । ଉପଯୁକ୍ତ ବ୍ୟବସ୍ଥାରେ ରୋଗୀକୁ ଅଣାଯାଇପାରିବ ବୋଲି କହିଛନ୍ତି ମୁଖ୍ୟଶାସନ ସଚିବ । ଦେଖିବା ଅର୍ଗସର ଏକସ୍ଲୁସିଭି ରିପୋର୍ଟ । #Corona #Cuttack #Bhubaneswar #ArgusNews