ଜଣେ ଭାଇ ଗଛ ମୂଳେ ଆଉ ଜଣେ ଭାଇ ମଶାଣିରେ । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ଦୁଇ ଭାଇ ସନାତନ ଏବଂ ଶ୍ୟାମସୁନ୍ଦର । ମନ୍ତ୍ରୀ କହୁଛନ୍ତି ଆମେ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଯୋଗାଇ ଦେଉଛୁ ବିଜୁ ପକ୍କା ଘର । କିନ୍ତୁ ଏ ଦୁଇ ଭାଇ କଣ ପ୍ରକୃତ ହିତାଧୀକାରୀ ନୁହନ୍ତି କି.....
#ArgusNews #Odisha #Mayurbhanj #Badasahi #Biju_Pakka_Ghar_Yojana