ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ବୀରବର ଦଣ୍ଡପାଟ । ବୟସ ପାଖାପାଖି 75 । ନା ଖାଇବାକୁ ଚାଉଳ ଗଣ୍ଡେ ଅଛି ନା ରହିବା ପାଇଁ ଅଛି ଜାଗା । ଆଧାରକାର୍ଡରେ ଭୁଲ ଥିବା ଯୋଗୁଁ ମିଳୁନି ସରକାରୀ ସୁବିଧା....
#ArgusNews #Odisha #Mayurbhanj #Saraskana #Govt_Scheme