ଏପରିକି ନିର୍ବାଚନ ପରିଚାଳନା କରିବା ପାଇଁ ସିଆରପିଏଫ୍, ସିଆଇଏସଏଫ୍ ଓ ବିଏସଫ୍ ମୁତୟନ କରାଯାଉଛି । ଟିଏମସିର ପ୍ରୋତ୍ସାହନରେ ଗୁଣ୍ଡାମାନେ ଖୋଲାଖୋଲି ବୁଲୁଛନ୍ତି । ସନ୍ଦେଶଖଲିରୁ ବିପୁଳ ପରିମାଣର ମାରଣାସ୍ତ୍ର ମିଳିବା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ଏନେଇ କେନ୍ଦ୍ରର ହସ୍ତକ୍ଷେପ ଦାବି କରିଛନ୍ତି ବିଜେପି ନେତା ଦିଲୀପ ଘୋଷ ।
ଅଧିକ ପଢନ୍ତୁ ଭାରତ ଖବର