ଗରମରେ ଆମ୍ଵ ଖାଇବା ଶରୀର ପାଇଁ ବହୁତ ଫାଇଦା ମିଳିଥାଏ । ଆମ୍ଵରେ ଅନେକ ଭିଟାମିନ ଓ ପୋଷକ ତ୍ଵତରେ ଭରପୂର ହୋଇଥାଏ କୁହାଯାଏ । କୁହାଯାଏକି ଆମ୍ଵରେ ପାୱାରଫୁଲ ଏଣ୍ଚିଅକ୍ସାଡ ରହିଛି । ଆମ୍ଵ ଖାଇବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଵଢାଇଥାଏ ।
ଆମ୍ଵର ଫାଇଦା :-
ଆମ୍ଵରେ ଔଷଧିୟ ଗୁଣ ଥିବାରୁ ଟାଇପ2, ଡାଇିବିଟିଜରୁ ମଧ୍ୟ ମୁକ୍ତି ମିଳିଥାଏ । ଖାଲି ସେତିକି ନୁହେଁ ଆମ୍ଵ କଲୋଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଆମ୍ଵରେ ଫାଇଵର ଗୁଣ ଅତ୍ୟଧିକ ଥିଵାରୁ ଏହା ହଜମ ପ୍ରକିୟାକୁ ଵଢାଇଥାଏ ତାହା ସହ କାଷ୍ଠାରୁ ଦୂରରେ ରଖେ ଵିଟାକେରୋଟିନ ଥିଵାରୁ ଆଖିର ଦୃଷ୍ଟି ଶକ୍ତିକୁ ଵଢାଇଥାଏଥିରେ ଭିଟାମିନ ସି ଭରପୂର ଥିଵାରୁ ରୋଗ ପ୍ରତିରୋଧକ ଶକ୍ତି ଵଢାଇଥାଏ ।ଶରୀରକୁ ସୁସ୍ଥ ରଖେ ତାସହ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣରେ ରଖେ ହାର୍ଟ ରୋଗ ହୋଉକି କ୍ୟାନସର ଭଳି ଅନେକ ଵଡ ଵଡ ରୋଗକୁ ନିୟନ୍ତ୍ରଣ କରିଵାରେ ସାହାର୍ଯ୍ୟ କରେ ।