ଅଧିକ ପଢନ୍ତୁ ଭାରତ ଖବର
କିନ୍ତୁ କୋର୍ଟ ମାତ୍ର ଚାରି ଦିନ ସମୟ ଦେଇଛନ୍ତି । ଶୁଣାଣି ସମୟରେ ମନୀଷଙ୍କ ଓକିଲ ବିବେକ ଜୈନ ଅଧିକ ସମୟର ଦାବିକୁ ବିରୋଧ କରିଥିଲେ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଏବଂ ସିବିଆଇ ତଦନ୍ତ ଜାରି ରହିଛି । ୨୦୨୩ ଫେବୃଆରୀରେ ଇଡି ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ଦିଲ୍ଲୀ ମଦ ଦୁର୍ନୀତି ଏବଂ କାର୍ଯ୍ୟକାରୀ କରିବାରେ ସଂପୃକ୍ତି ଅଭିଯୋଗ ପରେ ଗିରଫ ହୋଇଥିଲେ ସିସୋଦିଆ ।