ଅଧିକ ପଢନ୍ତୁ: ଅଗ୍ନିକାଣ୍ଡରେ ଚାଲିଗଲା ମହିଳାଙ୍କ ଜୀବନ
୩୧ ଜଣ ଆହତ ଯାତ୍ରୀଙ୍କୁ ବସରୁ ଉଦ୍ଧାର କରାଯାଇଥିବା ସୂଚନା । ତେବେ ବସରେ କେମିତି ନିଆଁ ଲାଗିଲା ? ସେନେଇ ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ବସରେ କିଛି ବିସ୍ଫୋରକ ସାମଗ୍ରୀ ଥିବା କୁହାଯାଉଛି । ନିଆଁ ଲାଗିଥିବା ବସଟି କୋଲକାତାର ଶିବମ ଟ୍ରାଭେଲ୍ସର ସୂଚନା ।
ଭାରତ ଖବର ଆହୁରି ପଢନ୍ତୁ