ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଜି ଜଗନ୍ନାଥ ସାରକା ଉପାନ୍ତ ଅଞ୍ଚଳ କୁହାଯାଇଥିବା ରଘୁବାରି ଅଞ୍ଚଳକୁ ଏକ କାର୍ଯ୍ୟକ୍ରମକୁ ଯାଉଥିଲେ । ଏହି ସମୟରେ ପାଣି ପାଇଁ ଆନ୍ଦୋଳନ କରିଥିଲେ ରଘୁବାରି ଅଞ୍ଚଳବାସୀ । ଏହି ସମୟରେ ଜଗନ୍ନାଥ ସାରକାଙ୍କ ଗୁଣ୍ଡା ବାହିନିଙ୍କ ଆକ୍ରମଣ କରିଥିଲେ ।
ଅର୍ଗସ ବ୍ୟୁରୋ : ଆଇନ ମନ୍ତ୍ରୀଙ୍କ ଅମାନବୀୟ କାଣ୍ଡ । ପାଣିପାଇଁ ପ୍ରତିବାଦ କରିବାରୁ ଜଗନ୍ନାଥ ସାରକାଙ୍କ ଗୁଣ୍ଡା ବାହିନିଙ୍କ ଆକ୍ରମଣ ମ। ପ୍ରତି ଆକ୍ରମଣ କଲେ ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ରଘୁବାରି ଅଞ୍ଚଳରେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଜି ଜଗନ୍ନାଥ ସାରକା ଉପାନ୍ତ ଅଞ୍ଚଳ କୁହାଯାଇଥିବା ରଘୁବାରି ଅଞ୍ଚଳକୁ ଏକ କାର୍ଯ୍ୟକ୍ରମକୁ ଯାଉଥିଲେ । ଏହି ସମୟରେ ପାଣି ପାଇଁ ଆନ୍ଦୋଳନ କରିଥିଲେ ରଘୁବାରି ଅଞ୍ଚଳବାସୀ । ଏହି ସମୟରେ ଜଗନ୍ନାଥ ସାରକାଙ୍କ ଗୁଣ୍ଡା ବାହିନିଙ୍କ ଆକ୍ରମଣ କରିଥିଲେ ।
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚି ଶ୍ରୀଜଉଙ୍କୁ କରିଥିଲେ ଦର୍ଶନ । ଦର୍ଶନ ପରେ ଆରମ୍ଭ କରିଥିଲେ ରୋଡ଼ ସୋ ।
ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ ମୋଦି । ନିର୍ଦ୍ଧାରିତ ସମୟ ପୂର୍ବରୁ ପୁରୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ତାଳବଣିଆ ହେଲିପ୍ୟାଡରୁ ସିଧାସଳଖ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆରମ୍ଭ କରିଛନ୍ତି ବିଶାଳ ରୋଡ ସୋ ।
ଅଧିକ ପଢନ୍ତୁ : ପୁଣି ଓଡ଼ିଶାରେ ମୋଦି ଧମାକା
ଏହି ରୋଡ଼ ସୋ'କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଟ୍ରାଫିକ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ୧୮୪ ପୁଲିସ ଅଧିକାରୀ ଓ ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ରବିବାର ରାତି ୧୧ଟାରୁ ସୋମବାର ଦିନ ୧୦ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ଉପରେ କଟକଣା ରହିଛି । ପରେ ଅନୁଗୁଳ ଏବଂ କଟକରେ ଜନସଭାକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ପ୍ରଧାନମନ୍ତ୍ରୀ ।
ଅର୍ଗସ ବ୍ୟୁରୋ : ଜଗା ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି । ଶ୍ରୀମନ୍ଦିରେ କଲେ ପୂଜାର୍ଚ୍ଚନା । ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ କରିଥିଲେ ଦର୍ଶନ । ଦର୍ଶନ ପରେ ହବ ରୋଡ଼ ସୋ ।
ଅଧିକ ପଢନ୍ତୁ : ପୁଣି ଓଡ଼ିଶାରେ ମୋଦି ଧମାକା
ଅର୍ଗସ ବ୍ୟୁରୋ: ଜୟନ୍ତ ଷଡଙ୍ଗୀଙ୍କୁ କଣ କହିଲେ ମୋଦି ? ପାଖକୁ ଡାକିଲେ ଏବଂ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ କିଛି କହୁଥିବାର ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀମନ୍ଦିରରେ ପଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳୁ ସକାଳୁ ଭୁବନେଶ୍ୱର ରାଜଭବନରୁ ବାହାରି ପୁରୀ ଅଭିମୁଖେ ବାହାରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରଛନ୍ତି ମୋଦି । ଏହି ସମୟରେ ଜୟନ୍ତ ଷଡଙ୍ଗୀଙ୍କୁ ପାଖକୁ ଡାକି କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ପରେ ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ବଡ଼ଦାଣ୍ଡରୁ ଆରମ୍ଭ କରିବେ ରୋଡ଼ ସୋ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: