ମାଛ ମାରୁଥିବା ସମୟରେ ସେ ପୋଖରୀ ମଝିକୁ ଚାଲି ଯାଇଥିଲେ । ମଝି ପୋଖରୀ ଅଧିକ ଗଭୀର ଥିବାରୁ ସେଠାରେ ସେ ପାଣି ଭିତରେ ବୁଡ଼ିଯାଇଥିଲେ । ଶେଷଦେବ ପାଣିରେ ବୁଡିଯିବା ଦେଖି ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ପାଣି ଉପରକୁ ଉଠାଇ ଆଣିଥିଲେ, ମାତ୍ର ସେତେବେଲକୁ ଶେଷ ମୃତ୍ୟୁ ବରଣ କରି ସାରିଥିଲେ ବୋଲି କୁହା ଯାଉଛି । ଏ ସମ୍ପର୍କରେ ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରିବା ସହିତ ଶେଷଦେବଙ୍କ ସାଙ୍ଗମାନଙ୍କୁ ପଚରା ଉଚୁରା କରି ତଦନ୍ତ ଚଳାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର