ଗ୍ରୀଷ୍ମ ଋତୁ ସମୟରେ ପାନୀୟ ଜଳ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ବାରମ୍ବାର ଦାବି ପରେ କୌଣସି ସୁଫଳ ନମିଳିବାରୁ ଆଜି ବାଉଁଶୁଣି ସରପଞ୍ଚ ମହିଳାମାନେ ଘେରିବା ସହ ମେଗା ପ୍ରୋଜେକ୍ଟ ଶୀଘ୍ର ଚଳେଇବା ସହ ପାଣି ଯୋଗାଇଦେବାକୁ ଦାବି କରିଥିଲେ। ଯଦି ପାଣି ଯୋଗାଇ ଦିଆ ନ ଯାଏ ଆଗାମୀ ଦିନରେ ପଞ୍ଚାୟତରେ ତାଲା ପକାଇବା ସହିତ ରାଜରାସ୍ତାକୁ ଓହ୍ଲାଇବା ସହ ଭୋଟ୍ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର