ବିଜେପି ସରକାର ଆସିଲେ ପରିବର୍ତ୍ତନ ଦେଖିବ ଓଡ଼ିଶା । ପ୍ରତି କ୍ଷେତ୍ରରେ, ପ୍ରତି କାମରେ ବିକାଶ ହେବ । ଖାସ କରି ଶ୍ରୀଜଗନ୍ନାଥଙ୍କ ପୁରୀଧାମ ବିଶ୍ବ ଦରବାରରେ ଏକ ଗୌରବମୟ ଆଧ୍ୟାତ୍ମିକ କେନ୍ଦ୍ର ହେବ ବୋଲି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ