କିଛି ଦିନ ତଳେ କ୍ରିକେଟ୍ ଖେଳକୁ ନେଇ ଗାଁର ବୁଲୁ ଗୌଡ଼ ଏବଂ ରାଜା ପ୍ରଧାନଙ୍କ ଭିତରେ ତିକ୍ତତା ଲାଗି ରହିଥିଲା । ଯାହାକୁ ନେଇ ଏଭଳି ଘଟଣା ଘଟିଛି । ଉଭୟ ପକ୍ଷ ଥାନାର ଦ୍ବାରସ୍ତ ହୋଇଛନ୍ତି । ପୋଲିସ୍ ଘଟଣାର ତଦନ୍ତ କରୁଛି । ଗୃହ ବିଭାଗର ମୁଖ୍ୟ ତଥା ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ବଢି ଚାଲିଛି ଲ-ଲେସନେସ୍। ଯାହା ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଛିଡ଼ା କରିଛି ଅନେକ ପ୍ରଶ୍ନବାଚୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର