
ଆଜିଠୁ ପୁଣି ସକ୍ରିୟ ହେବ ପଶ୍ଚିମାଝଡ଼
ଅର୍ଗସ ବ୍ୟୁରୋ: ଆଜିଠୁ ପୁଣି ସକ୍ରିୟ ହେବ ପଶ୍ଚିମାଝଡ। ଫଳରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଡ଼ପବନ ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅଦିନିଆ ବର୍ଷା ଧୋଇନେଲା ଚାଷୀ ଭାଇଙ୍କ ସୁନାର ଫସଲ
ଅର୍ଗସ ବ୍ୟୁରୋ : ଅଦିନିଆ ବର୍ଷା ସାଜିଲା କାଳ । ଆସିଲା ବର୍ଷିଲା ଧୋଇନେଲା ଚାଷୀ ଭାଇଙ୍କ ସୁନାର ଫସଲ । ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଞ୍ଚଳର ଦୃଶ୍ୟ… । ଚାଷୀ ମାନେ ନିଜନିଜର ଜମିରେ ପନିପରିବା ଫସଲ ଲଗାଇଥିଲେ

ଆଜି ପାଣିପାଗ ଦିବସ
ଭୁବନେଶ୍ୱର: ଆଜି ହେଉଛି ୱାର୍ଲଡ ମେଟେରୋଲୋଜିକାଲ ଡେ ବା ବିଶ୍ୱ ପାଣିପାଗ ଦିବସ । ଯାହାର ମିଜାଜ୍ ପ୍ରତିମୁହୂର୍ତ୍ତରେ ବଦଳେ । ଘଡି ଘଡିକେ ପାଣିପାଗ ବଦଳେ । ବେଳେ ବେଳେ ପୂର୍ବାନୁମାନ ଠିକ୍ ହୁଏ ତ ପୁଣି କେତେବେଳେ ଭୂଲ୍ । ସେଥିପାଇ

ପୁଣି ଛେଚିବ...
ଭୁବନେଶ୍ୱର: ପଶ୍ଚିମାଝଡ ନିଷ୍କ୍ରିୟ ହୋଇଯାଇଥିବାବେଳେ ପୁଣି ଏକ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ଆଜି ରାତିରୁ 26/27 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ 5 ଦିନ ମଧ୍ୟର

ରାଜ୍ୟରେ କମିଲା ପଶ୍ଚିମା ଝଡ଼ର ପ୍ରଭାବ
ଅର୍ଗସ ବ୍ୟୁରୋ: ରାଜ୍ୟରେ କମିଲା ପଶ୍ଚିମା ଝଡର ପ୍ରଭାବ । କାଲିଠୁ ବଢିବ ତାପମାତ୍ରା । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟ

ରାଜ୍ୟରେ ରହିବ ପଶ୍ଚିମା ଝଡ଼ର ପ୍ରଭାବ
ଅର୍ଗସ ବ୍ୟୁରୋ: ପୁଣି ୨୩ରୁ ରାଜ୍ୟରେ ରହିବ ପଶ୍ଚିମା ଝଡର ପ୍ରଭାବ। ଦୁଇ ପ୍ରକାରର ପାଣିପାଗ ନିୟାମକ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ବିଜୁଳି ଘଡ଼ଘଡ଼ି ଏବଂ ୩୦ରୁ ୪୦ କିମି ବେଗରେ ପବନ ସହ କୁଆପଥର ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍

ରେଢାଖୋଲରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ
ଅର୍ଗସ ବ୍ୟୁରୋ: ରେଢାଖୋଲରେ ପ୍ରବଳ ବର୍ଷା ହୋଇଛି। ପବନ, ଘଡଘଡି ବର୍ଷା ସାଙ୍ଗକୁ ଅଞ୍ଚଳରେ କୁଆପଥର ମାଡ ହୋଇଛି। ରେଢାଖୋଲ ସହର ସମେତ ବ୍ଲକର କଦଳୀଗଡ, କୁକୁଡାବାହାଳୀ, ବଡମାଳ, ତ୍ରୀବଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ପଶ୍ଚିମାଝ

ଆଗାମୀ ୨ରୁ ୩ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ କୁଆପଥର ବର୍ଷା
ଅର୍ଗସ ବ୍ୟୁରୋ: ପଶ୍ଚିମା-ଝଡ ପ୍ରଭାବରେ ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳରେ ଆଗାମୀ ୨ ରୁ ୩ ଘଣ୍ଟା ମଧ୍ୟରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହେବ।
ଅଧିକ ଖବର ପଢ଼ନ୍ତୁ: ଆଜିଠୁ କାଁ ଭାଁ ବର୍ଷା, ବଢ଼ି

ପଶ୍ଚିମାଝଡ଼ ପ୍ରଭାବରେ ଭିଜିଲା ସାରା ରାଜ୍ୟ
ଅର୍ଗସ ବ୍ୟୁରୋ: ଜାରି ରହିଛି ପଶ୍ଚିମାଝଡ ପ୍ରଭାବ। ଆଜି ବି ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଲରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଦେଖିବାକୁ ମିଳିଛି। ଆସନ୍ତା ୨୪ ଘଣ୍ଟାରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, ଯାଜପୁର, ଭଦ୍ରକ
Download Argus News App
