ଅଧିକ ପଢନ୍ତୁ : କେରଳରେ ଓଡ଼ିଆ ଦାଦନଙ୍କ ମୃତ୍ୟୁ
ସୂଚନା ମୁତାବକ , କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଲି ମୁରିବାହାଲ ବ୍ଲକ ଅନ୍ତର୍ଗତ ସାନଜରବେହେଲି ଗାଁ ର ମୈତ୍ର ସେଠ ସୁଦୁର ତେଲେଙ୍ଗାନା କୁ ଦାଦନ ଖଟିବାକୁ ଯାଇଥିଲେ | ୪ ମାସ ହେଲା ସେ ସେଠାରେ ନିଖୋଜ ଅଛନ୍ତି | ହେଲେ ବିଧବା ମାଆ ଏନେଇ ପୋଲିସକୁ ଅନେକ ଥର କହିବା ପରେ ନଶୁଣିବାରୁ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ ।ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ