TV Couple Split / ଭାଙ୍ଗିଲା ୧୪ ବର୍ଷର ସମ୍ପର୍କ: ଅଲଗା ହେବେ ଟେଲି ଷ୍ଟାର ଜୟ ଏବଂ ମାହି
·10 months ago·2 min read

Key Points
ଟିଭି ଜଗତର ଲୋକପ୍ରିୟ କପଲମାନଙ୍କ ମଧ୍ୟରୁ ଜଣେ, ଜୟ ଭାନୁଶାଳୀ ଏବଂ ମାହି ବିଜ୍। ପ୍ରାୟତଃ ସେମାନଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଜୟ ଟିଭି ଏବଂ OTT ଜଗତର ଏକ ଅଂଶ ହୋଇ ରହିଛନ୍ତି।
ଟିଭି ଜଗତର ଲୋକପ୍ରିୟ କପଲମାନଙ୍କ ମଧ୍ୟରୁ ଜଣେ, ଜୟ ଭାନୁଶାଳୀ ଏବଂ ମାହି ବିଜ୍। ପ୍ରାୟତଃ ସେମାନଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଜୟ ଟିଭି ଏବଂ OTT ଜଗତର ଏକ ଅଂଶ ହୋଇ ରହିଛନ୍ତି। କିନ୍ତୁ ମାହି ଛୋଟ ପରଦାରୁ ଦୁରେଇ ଯାଇଛନ୍ତି। ଏହି ଦମ୍ପତି ସେମାନଙ୍କ ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ଥାଆନ୍ତି। ପ୍ରାୟତଃ ସେମାନଙ୍କର YouTube ଚ୍ୟାନେଲରେ ଭ୍ଲଗ୍ ସେୟାର କରନ୍ତି। ଏବେ ସବୁଠୁ ବଡ ଖବର ଆସିଛି ଯାହା ସେମାନଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିବ। ଜୟ ଭାନୁଶାଳୀ ଏବଂ ମାହି ବିଜ୍ ଛାଡପତ୍ର ନେବେ ବୋଲି ରିପୋର୍ଟ ହୋଇଛି।
ଏହାସହ ପଢ଼ନ୍ତୁ: ଖୁବଶୀଘ୍ର କ୍ରିତି-କବିର ବିବାହ ! ଏକାଠି ଆସିଲେ ନଜର
ରିପୋର୍ଟ ଅନୁଯାୟୀ, ଜୟ ଭାନୁଶାଳୀ ଏବଂ ମାହି ବିଜ୍ ବିବାହ ଭାଙ୍ଗିବାକୁ ଯାଉଛି। ଏକ ସୂତ୍ର ଗଣମାଧ୍ୟମକୁ କହିଛି ଯେ ମାହି ଏବଂ ଜୟ ସେମାନଙ୍କ ସମ୍ପର୍କକୁ ସୁଧାରିବାକୁ ବହୁ ଚେଷ୍ଟା କରିଥିଲେ। କିନ୍ତୁ କିଛି ବି ବଦଳିନଥିଲା। ଏହି କାରଣ ଯୋଗୁଁ ଏହି ଦମ୍ପତି କିଛି ମାସ ପୂର୍ବରୁ ଅଲଗା ହୋଇଯାଇଥିଲେ। ଏହି ବର୍ଷ, ସେମାନେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଜୁଲାଇ ଏବଂ ଅଗଷ୍ଟରେ, ଦମ୍ପତି ଛାଡପତ୍ର କାଗଜରେ ସାଇନ୍ କରିଦେଇଛନ୍ତି। ପିଲାମାନଙ୍କର କଷ୍ଟଡିର ନିଷ୍ପତ୍ତି ମଧ୍ୟ ନିଆଯାଇଛି। ମାହି ଏବଂ ଜୟଙ୍କ ଛାଡପତ୍ରର ଏକ ପ୍ରମୁଖ କାରଣ ଭରସା ଓ ବିଶ୍ଵାସ। ସେମାନେ ଏକାଠି ଫଟୋ ସେୟାର କରିବା ବନ୍ଦ କରିଦେଇଥିଲେ। ଜୁନ୍ ୨୦୨୪ରେ ଜୟ ଏବଂ ମାହିଙ୍କର ଏକାଠି ଥିବା ଫଟୋ ଦେଖାଯାଇଥିଲା। ବର୍ତ୍ତମାନ ଏହି ଖବର ଉପରେ ଜୟ କିମ୍ବା ମାହିଙ୍କର କୌଣସି ବିବୃତ୍ତି ସାମ୍ନାକୁ ଆସିନାହିଁ।
ମାହି ଏକ ଶୋ'ରେ କହିଥିଲେ ଯେ, ତାଙ୍କ ଝିଅ ତାରା ବହୁ କଷ୍ଟରେ ଏହି ଦୁନିଆକୁ ଆସିଥିଲା। କାରଣ ସେତେବଳେ କକସିଭ କରିବାରେ ତାଙ୍କୁ ବହୁ ସମସ୍ୟା ହୋଇଥିଲା। ସେ IVF ମାଧ୍ୟମରେ ବିବାହର ୯ବର୍ଷ ପରେ ମାତୃତ୍ବ ଲାଭ କରିଥିଲେ। କାରଣ ଜୟ କେବେ ବାପା ହେବାକୁ ଚାହୁଁ ନ ଥିଲେ। ତାରା କେବଳ ମାହିଙ୍କ ପାଇଁ ଜନ୍ମଲାଭ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ, ସେମାନଙ୍କ ଛାଡପତ୍ରର ଗୁଜବ ପ୍ରକାଶ ପାଇଥିଲା। ୨୦୧୯ରେ, ସେମାନେ ସେମାନଙ୍କ ଝିଅ, ତାରାଙ୍କୁ ସ୍ୱାଗତ କରିଥିଲେ। ଏହା ବ୍ୟତୀତ, ସେମାନେ ଦୁଇଟି ସନ୍ତାନଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ। ଛାଡ଼ପତ୍ର ପରେ ଉଭୟ ଛୁଆଙ୍କର କଷ୍ଟଡି ମିଶିକି ସମ୍ଭାଳିବେ। ଉଭୟ କହିଛନ୍ତି ଯେ, ଛାଡ଼ପତ୍ରର କୌଣସି ପ୍ରଭାବ ଛୁଆଙ୍କ ଉପରେ ପଡ଼ିବାକୁ ଦେବୁ ନାହିଁ। ପ୍ରଭାବ ଜୟ ଏବଂ ମାହି ସେମାନଙ୍କର ୧୪ ବର୍ଷର ବୈବାହିକ ଜୀବନକୁ କାହିଁକି ଶେଷ କଲେ ତାହା କେବଳ ଏହି ଦମ୍ପତି ହିଁ କହିପାରିବେ।
Related Topics
Explore more stories