Gold Price / ଆଉ କମିବନି ପୁଣି ବଢ଼ିଲା ସୁନା ଓ ରୁପା ଦର, ଜାଣନ୍ତୁ କାରଣ କଣ ?
·6 months ago·2 min read

Key Points
ସୁନା ମୂଲ୍ୟରେ ବଡ଼ ଧରଣର ବୃଦ୍ଧି
ଗ୍ରାହକଙ୍କ ବଢ଼ିଲା ଚିନ୍ତା
ଗ୍ରାହକଙ୍କ ବଢ଼ିଲା ଚିନ୍ତା
ପୁଣି ଚିନ୍ତାରେ ଗ୍ରାହକ। କମିଥିଲା ପୁଣି ବଢ଼ିଚାଲିଲା ସୁନା ଓ ରୁପା ଦର। ପୁଣିଥରେ ସୁନା ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ହୋଇଛି। କେବଳ ସୁନା ନୁହେଁ ୨୩ ଫେବୃଆରୀରେ ସୁନା ଏବଂ ରୁପା ମୂଲ୍ୟ ବଢ଼ିଯାଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୩,୩୬୨ ବୃଦ୍ଧି ପାଇ ୧,୫୮,୪୨୮ ହୋଇଛି। ପୂର୍ବରୁ ଏହା ୧,୫୫,୦୬୬ ଟଙ୍କା ଥିଲା।ସେହିପରି ଏହି ଅବଧି ମଧ୍ୟରେ ରୁପା ₹୧.୪୪ ଲକ୍ଷ (୧୬୭%) ଟଙ୍କା ବୃଦ୍ଧି ପାଇଛି। ୩୧ ଡିସେମ୍ବର ୨୦୨୪ରେ ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ୮୬,୦୦୦ ଟଙ୍କା ଥିଲା ଏବଂ ବର୍ଷ ଶେଷରେ ଏହା ବୃଦ୍ଧି ପାଇ କେଜି ମୂଲ୍ୟ ₹୨.୩୦ ଲକ୍ଷରେ ପହଞ୍ଚିଛି।
ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ସୁନା ମୂଲ୍ୟ ୧ ଲକ୍ଷ ୮୦ ହଜାର ଅତିକ୍ରମ କରିପାରେ ବୋଲି କୁହାଯାଉଛି।ସେହିପରି ୨୦୨୫ କଥା ଯଦି ଆମେ ଦେଖିବା ତେବେ ସୁନା ମୂଲ୍ୟ ୨୦୨୫ରେ ୫୭ ହଜାର(୭୫%) ଟଙ୍କା ବଢ଼ିଥିଲା। ୩୧ ଡିସେମ୍ବର ୨୦୨୪ରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୭୬ ହଜାର ଟଙ୍କା ଥିଲା, ଯାହା ୩୧ ଡିସେମ୍ବର ୨୦୨୫ରେ ₹୧.୩୩ ଲକ୍ଷ ହୋଇ ଯ।ଇଥିଲା। ସେହିପରି ଏକ କିଲୋଗ୍ରାମ ରୁପାର ମୂଲ୍ୟ ₹୧୫,୨୩୬ ଟଙ୍କା ବୃଦ୍ଧି ପାଇଛି। ଫଳରେ ରୁପା କେଜି ₹୨,୬୫,୫୫୦ରେ ପହଞ୍ଚିଛି। ଗତକାଲି ଏକ କିଲୋ ରୁପାର ଦାମ ₹୨,୫୦,୩୧୪ ପ୍ରତି ଥିଲା। ତେବେ ଆଗାମୀ ଦିନରେ ସୁନା ଏବଂ ରୁପାର ମୂଲ୍ୟରେ ଆହୁରି ବୃଦ୍ଧି ପାଇବାର ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ଏଥିସହ ପଢ଼ନ୍ତୁ: ବଢ଼ୁଥିଲେ ବି ୧.୬୭ ଲକ୍ଷ ଶସ୍ତା ରୁପା, ଜାଣନ୍ତୁ କାହିଁକି କମୁଛି ସୁନା ଓ ରୁପା ଦର ?
ତେବେ ଚଲିତ ବର୍ଷ ଏପର୍ଯ୍ୟନ୍ତ ସୁଧା ସୁନା ୨୫,୦୦୦ ଟଙ୍କା ଏବଂ ରୁପା ୩୫,୦୦୦ ଟଙ୍କା ମହଙ୍ଗା ହେଲାଣି। ତେବେ ଇତି ମଧ୍ୟରେ, ଜାନୁଆରୀ ୨୯ ତାରିଖରେ ସୁନା ସର୍ବକାଳୀନ ସର୍ବାଧିକ ୧.୭୬ ଲକ୍ଷ ଟଙ୍କା ଏବଂ ରୁପା ୩.୮୬ ଲକ୍ଷ ଟଙ୍କା ରେକର୍ଡ ମୂଲ୍ୟ ବୃଦ୍ଧିରେ ପହଞ୍ଚିଥିଲା। ବିଶ୍ଳେଷକମାନେ କହିଛନ୍ତି ଯେ ବଢ଼ୁଥିବା ରାଜନୈତିକ ଉତ୍ତେଜନା ଏହି ରାଲି ପଛରେ ଏକ ପ୍ରମୁଖ କାରଣ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଏକ "ଅର୍ଥପୂର୍ଣ୍ଣ ଚୁକ୍ତି" ପାଇଁ 10 ଦିନର ସମୟସୀମା ଧାର୍ଯ୍ୟ କରିଛନ୍ତି। ରିପୋର୍ଟଗୁଡ଼ିକ ସୂଚିତ କରୁଛି ଯେ ଇରାନ ପ୍ରତିବନ୍ଧକ ଉଠାଇବା ଏବଂ ଏହାର ୟୁରାନିୟମ ସମୃଦ୍ଧି ଅଧିକାରକୁ ସ୍ୱୀକୃତି ଦେବା ବଦଳରେ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ କିଛି ରିହାତି ଦେବାକୁ ପ୍ରସ୍ତୁତ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆମେରିକା କୋର୍ଟଙ୍କ ରାୟ ପରେ ଡଲାର ଦୁର୍ବଳ
ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏକ ବଡ଼ ଅଂଶ ଶୁଳ୍କକୁ ରଦ୍ଦ କରିବା ପରେ ଆମେରିକୀୟ ଡଲାର ମଧ୍ୟ ହ୍ରାସ ପାଇଛି। ବଜାର ବିଶେଷଜ୍ଞଙ୍କ ମତରେ, ଏହି ନିଷ୍ପତ୍ତି ହଠାତ୍ ଶୁଳ୍କ ଘୋଷଣା ସମ୍ପର୍କରେ ଅନିଶ୍ଚିତତାକୁ ହ୍ରାସ କରିଛି କିନ୍ତୁ ବାଣିଜ୍ୟ ଚିନ୍ତାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିନାହିଁ।
ଅଧିକ ପଢ଼ନ୍ତୁ ସୁନା ଦର ଖବର:

Related Topics
Explore more stories