Australian Doctor / ୯୩ ବର୍ଷରେ ବାପା ହେଲେ ଡାକ୍ତର, କହିଲେ ଆଉ ଏକ ଛୁଆର ଅଛି ଯୋଜନା..
·9 months ago·2 min read

Key Points
୯୩ ବର୍ଷରେ ହେଲେ ବାପା | ପୁଅକୁ ଜନ୍ମ ଦେଲେ ୩୬ ବର୍ଷୀୟ ପତ୍ନୀ ୟାଙ୍ଗୟିଙ୍ଗ୍ | ସ୍ଵାମୀ ସ୍ତ୍ରୀଙ୍କ ଭିତରେ ୫୬ ବର୍ଷର ପାର୍ଥକ୍ୟ
ବାର୍ଦ୍ଧକ୍ୟ ଅବସ୍ଥାରେ ବାପା ହେଲେ ଡକ୍ଟର ଜନେ ଲେଭିନ । ଆଉ ପ୍ରମାଣ କରି ଦେଖାଇଲେ ଭଲ ପାଇବାରେ କୌଣସି ବୟସର ସୀମା ନଥାଏ ।
ଭାରତର ପରମ୍ପରା ଅନୁସାରେ ୬୦ ବର୍ଷ ଛୁଇଁଲେ ଲୋକେ ଘର ସଂସାର ପରିବାରରୁ ସାମାନ୍ୟ ବିରତି ନେଇ ଆଧ୍ୟାତ୍ମିକ ଦିଗ ଆଡେ ମୁହାଁଇଥାଆନ୍ତି । ସାଧାରଣତଃ ସେହି ବୟସରେ ସମସ୍ତ ବାର୍ଦ୍ଧକ୍ୟ ଲୋକମାନଙ୍କ ଜୀବନରେ ସାମାନ୍ୟ ପରିବର୍ତ୍ତନ ଆସିଥାଏ। ହେଲେ ବିଦେଶରେ ସେମିତି ହୋଇନଥାଏ । ସେଠାରେ ପ୍ରତ୍ୟେକ ବାର୍ଦ୍ଧକ୍ୟ ଲୋକମାନେ ମଧ୍ୟ ନିଜ ଜୀବନ ଖୋଲା ଭାବରେ ବଞ୍ଚିଥାନ୍ତି । ଏମିତି ହିଁ ଜଣେ ବ୍ୟକ୍ତି ୯୩ ବର୍ଷରେ ବାପା ହୋଇ ପ୍ରମାଣ କରିଛନ୍ତି ।
ଅଷ୍ଟ୍ରେଲିଆ ମେଲବର୍ଣ୍ଣରେ ଜଣ ୯୩ ବର୍ଷୀୟ ଡକ୍ଟର ଜନ ଲେଭିନ ଦୁନିଆର ସବୁଠୁ ବାଦ୍ଧକ୍ୟ ବାପା ହୋଇ ପରିଚୟ ସୃଷ୍ଟି କରିଛନ୍ତି। ଫେବୃଆରୀ ୨୦୨୪ରେ ସେ ନିଜ ପୁଅ ଗାବ୍ବିର ବାପା ହେବାର ସୁଯୋଗ ପାଇଛନ୍ତି । ତାଙ୍କର ୩୭ ବର୍ଷୀୟ ପତ୍ନୀ ଡକ୍ଟର ୟାଙ୍ଗୟିଙ୍ଗ ଲୁ ତାଙ୍କ ପୁଅକୁ ଜନ୍ମ ଦେଇଛନ୍ତି ।
ତେବେ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ୫୬ ବର୍ଷର ପାର୍ଥକ୍ୟ । ଲେଭିନ କହିଛନ୍ତି, ସେ ଆଇଭିଏଫ ମାଧ୍ୟମରେ ପିତାମାତା ହେବାର ସୁଯୋଗ ପାଇଛନ୍ତି । ଯାହାକୁ ନେଇ ଡାକ୍ତର କହିଛନ୍ତି, ଏହି ପ୍ରକ୍ରିୟା ଖୁବ କଷ୍ଟ ଥିଲା, ହେଲେ ସେମାନେ ୨ ଜଣ ଧୈର୍ଯ୍ୟ ଧରି ରହିଥିଲେ । ଏବେ ସେମାନେ ଆଉ ଏକ ଛୁଆ ପାଇଁ ପ୍ଲାନ କରୁଥିବା ଡାକ୍ତର କହିଛନ୍ତି ।
ଏହା ପୂର୍ବରୁ ତାଙ୍କର ୩ଟି ସନ୍ତାନ ଅଛନ୍ତି । ୬୨ ବର୍ଷୀୟ ଆସ୍ଲେ, ୬୦ ବର୍ଷୀୟ ସାମନ୍ଥା ଆଉ ଜଣେ ୨୦୨୪ରେ ମୋଟର ନ୍ୟୁରାନ ଡିଜିଜ୍ ରେ ଚାଲି ଯାଇଛନ୍ତି । ତେବେ ଲେଭିନଙ୍କର ମୋଟ ୧୦ଟି ନାତି ନାତୁଣି ଏବଂ ଜଣେ ଅଣନାତି ଅଛନ୍ତି । ଆଉ ଏବେ ତାଙ୍କର ଆଉ ଏକ ପୁଅ ଯାହାକୁ ମାତ୍ର ୧ ବର୍ଷ ପୁରିଛି ।
ତେବେ ଏହାକୁ ନେଇ ତାଙ୍କ ପତ୍ନୀ ୟାଙ୍ଗ୍ୟିଙ୍ଗ୍ କହିଛନ୍ତି, ଏହି ବୟସରେ ମଧ୍ୟ ପିତାମାତା ହେବାର ସୌଭାଗ୍ୟ ପାଇ ସେମାନେ ବହୁତ ଖୁସି । ଅନେତ ଜଣ ଗୌବିକୁ ଲେଭିନଙ୍କ ନାତି ବୋଲି ଭାବନ୍ତି । କିନ୍ତୁ ପ୍ରକୃତରେ ସେ ତାଙ୍କ ପୁଅ ଅଟନ୍ତି ।
ଭାରତର ପରମ୍ପରା ଅନୁସାରେ ୬୦ ବର୍ଷ ଛୁଇଁଲେ ଲୋକେ ଘର ସଂସାର ପରିବାରରୁ ସାମାନ୍ୟ ବିରତି ନେଇ ଆଧ୍ୟାତ୍ମିକ ଦିଗ ଆଡେ ମୁହାଁଇଥାଆନ୍ତି । ସାଧାରଣତଃ ସେହି ବୟସରେ ସମସ୍ତ ବାର୍ଦ୍ଧକ୍ୟ ଲୋକମାନଙ୍କ ଜୀବନରେ ସାମାନ୍ୟ ପରିବର୍ତ୍ତନ ଆସିଥାଏ। ହେଲେ ବିଦେଶରେ ସେମିତି ହୋଇନଥାଏ । ସେଠାରେ ପ୍ରତ୍ୟେକ ବାର୍ଦ୍ଧକ୍ୟ ଲୋକମାନେ ମଧ୍ୟ ନିଜ ଜୀବନ ଖୋଲା ଭାବରେ ବଞ୍ଚିଥାନ୍ତି । ଏମିତି ହିଁ ଜଣେ ବ୍ୟକ୍ତି ୯୩ ବର୍ଷରେ ବାପା ହୋଇ ପ୍ରମାଣ କରିଛନ୍ତି ।
ଅଷ୍ଟ୍ରେଲିଆ ମେଲବର୍ଣ୍ଣରେ ଜଣ ୯୩ ବର୍ଷୀୟ ଡକ୍ଟର ଜନ ଲେଭିନ ଦୁନିଆର ସବୁଠୁ ବାଦ୍ଧକ୍ୟ ବାପା ହୋଇ ପରିଚୟ ସୃଷ୍ଟି କରିଛନ୍ତି। ଫେବୃଆରୀ ୨୦୨୪ରେ ସେ ନିଜ ପୁଅ ଗାବ୍ବିର ବାପା ହେବାର ସୁଯୋଗ ପାଇଛନ୍ତି । ତାଙ୍କର ୩୭ ବର୍ଷୀୟ ପତ୍ନୀ ଡକ୍ଟର ୟାଙ୍ଗୟିଙ୍ଗ ଲୁ ତାଙ୍କ ପୁଅକୁ ଜନ୍ମ ଦେଇଛନ୍ତି ।
ତେବେ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ୫୬ ବର୍ଷର ପାର୍ଥକ୍ୟ । ଲେଭିନ କହିଛନ୍ତି, ସେ ଆଇଭିଏଫ ମାଧ୍ୟମରେ ପିତାମାତା ହେବାର ସୁଯୋଗ ପାଇଛନ୍ତି । ଯାହାକୁ ନେଇ ଡାକ୍ତର କହିଛନ୍ତି, ଏହି ପ୍ରକ୍ରିୟା ଖୁବ କଷ୍ଟ ଥିଲା, ହେଲେ ସେମାନେ ୨ ଜଣ ଧୈର୍ଯ୍ୟ ଧରି ରହିଥିଲେ । ଏବେ ସେମାନେ ଆଉ ଏକ ଛୁଆ ପାଇଁ ପ୍ଲାନ କରୁଥିବା ଡାକ୍ତର କହିଛନ୍ତି ।
ଅଧିକ ପଢନ୍ତୁ : ସମସ୍ତଙ୍କୁ ମିଛ କହି ଝିଅକୁ ୨୭ ବର୍ଷ ଘରେ ବନ୍ଦୀ କରି ରଖିଥିଲେ ବାପାମା', ପୋଲିସ କରିଲା ଉଦ୍ଧାର
୯୩ ବର୍ଷୀୟ ଲେଭିନ କହିଛନ୍ତି, ପୁଅର ଦେଖାଶୁଣା କରିବା ତାର ଯତ୍ନ ନେବାପାଇଁ ସେ ସମ୍ପୁର୍ଣ୍ଣ ଫିଟ୍ ଅଛନ୍ତି । ଏବଂ ପୁଅର ୨୧ତମ ଜନ୍ମଦିନ ଯାଏଁ ସେ ଫିଟ ରହିବାକୁ ଚେଷ୍ଟା କରଥିବା ପ୍ରକାଶ କରିଛନ୍ତି । ଗୌବି ତାଙ୍କର ଚତୁର୍ଥ ଛୁଆ ଅଟେ ।ଏହା ପୂର୍ବରୁ ତାଙ୍କର ୩ଟି ସନ୍ତାନ ଅଛନ୍ତି । ୬୨ ବର୍ଷୀୟ ଆସ୍ଲେ, ୬୦ ବର୍ଷୀୟ ସାମନ୍ଥା ଆଉ ଜଣେ ୨୦୨୪ରେ ମୋଟର ନ୍ୟୁରାନ ଡିଜିଜ୍ ରେ ଚାଲି ଯାଇଛନ୍ତି । ତେବେ ଲେଭିନଙ୍କର ମୋଟ ୧୦ଟି ନାତି ନାତୁଣି ଏବଂ ଜଣେ ଅଣନାତି ଅଛନ୍ତି । ଆଉ ଏବେ ତାଙ୍କର ଆଉ ଏକ ପୁଅ ଯାହାକୁ ମାତ୍ର ୧ ବର୍ଷ ପୁରିଛି ।
ତେବେ ଏହାକୁ ନେଇ ତାଙ୍କ ପତ୍ନୀ ୟାଙ୍ଗ୍ୟିଙ୍ଗ୍ କହିଛନ୍ତି, ଏହି ବୟସରେ ମଧ୍ୟ ପିତାମାତା ହେବାର ସୌଭାଗ୍ୟ ପାଇ ସେମାନେ ବହୁତ ଖୁସି । ଅନେତ ଜଣ ଗୌବିକୁ ଲେଭିନଙ୍କ ନାତି ବୋଲି ଭାବନ୍ତି । କିନ୍ତୁ ପ୍ରକୃତରେ ସେ ତାଙ୍କ ପୁଅ ଅଟନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories