Afghanistan Airstrikes / ଦିନବେଳା ମୋର୍ଚ୍ଚା ଖୋଲିଦେଲା ଆଫଗାନିସ୍ତାନ; ପାକିସ୍ତାନର ୪ ମିଲିଟ୍ରି ବେସ୍ ଉପରେ ଆକ୍ରମଣ
·1 month ago·2 min read

Key Points
ନ୍ୟାସନାଲ ମିନିଷ୍ଟ୍ରି ଅଫ୍ ଡିଫେନ୍ସ ସହ ଜଡ଼ିତ ଏୟାର ଫୋର୍ସ ଦିନର ଆଲୋକରେ ଆକ୍ରମଣ କରିଛି । ଦିନ ୧୧ଟାରେ ଇସଲାମାବାଦର ଫୈଜାବାଦ ନିକଟରେ ଥିବା ଏକ ମିଲିଟ୍ରି କ୍ୟାମ୍ପ, ନୌଶେରା କ୍ୟାଣ୍ଟ, ଜମଋଦ ମିଲିଟ୍ରି କଲୋନୀ ଓ ଏବଟାବାଦରେ ଆକ୍ରମଣ ହୋଇଛି ।
ନୂଆଦିଲ୍ଲୀ: ପାକିସ୍ତାନର ୫୫ ସୈନିକଙ୍କୁ ନିହତ କରିବା ପରେ ଆଫଗାନିସ୍ତାନ ଏବେ ସହରଗୁଡ଼ିକୁ ଟାର୍ଗେଟ୍ କରିବା ଆରମ୍ଭ କରିଛି । ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଆଜି ଦିନ ୧୧ଟାରେ ଆଫଗାନ ଏୟାରଫୋର୍ସ ଇସଲାମାବାଦ ଉପରେ ଏୟାରଷ୍ଟ୍ରାଇକ୍ କରିଛି ।
ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ନ୍ୟାସନାଲ ମିନିଷ୍ଟ୍ରି ଅଫ୍ ଡିଫେନ୍ସ ସହ ଜଡ଼ିତ ଏୟାର ଫୋର୍ସ ଦିନର ଆଲୋକରେ ଆକ୍ରମଣ କରିଛି । ଦିନ ୧୧ଟାରେ ଇସଲାମାବାଦର ଫୈଜାବାଦ ନିକଟରେ ଥିବା ଏକ ମିଲିଟ୍ରି କ୍ୟାମ୍ପ, ନୌଶେରା କ୍ୟାଣ୍ଟ, ଜମଋଦ ମିଲିଟ୍ରି କଲୋନୀ ଓ ଏବଟାବାଦରେ ଆକ୍ରମଣ ହୋଇଛି ।
ଏଥିସହ ପଢ଼ନ୍ତୁ: ଭୟଙ୍କର ଯୁଦ୍ଧ ଘୋଷଣା...ଆଫଗାନିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନର ବୋମାମାଡ଼
ପାକିସ୍ତାନର ମିଲିଟ୍ରି ବେସ୍, କମାଣ୍ଡ ସେଣ୍ଟର ଓ ଷ୍ଟାଟେଜିକ ସ୍ଥାନମାନଙ୍କରେ ଆଫଗାନିସ୍ତାନ ଅପରେସନ୍ କରିଛି । ବିଳମ୍ବିତ ରାତିରେ କାବୁଲ, କନ୍ଧାର ଓ ପକ୍ତିୟାରେ ପାକିସ୍ତାନ କରିଥିବା ଆକାଶ ମାର୍ଗ ଅନୁପ୍ରବେଶର ଜବାବ ଦେଇଛି ଆଫଗାନିସ୍ତାନ ।
ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଆଫଗାନିସ୍ତାନର ସେନା ବିଶେଷ କରି ମିଲିଟ୍ରି ସାଇଟ୍ସ, ସେଣ୍ଟର୍ସ ଓ ପରିଚାଳନା କେନ୍ଦ୍ର ଉପରେ ସଫଳତାର ସହ ଆକ୍ରମଣ କରିଛି । ପାକିସ୍ତାନ ସେନା କରିବା ଏୟାର୍ ରେଡ୍ସ ଜବାବରେ ଏହି ଆକ୍ରମଣ ହୋଇଛି ।
ଡ୍ରୋନ୍ ମାଧ୍ୟମରେ ପାକିସ୍ତାନ ଉପରେ ଆକ୍ରମଣ କରିଛି ଆଫଗାନିସ୍ତାନ । ତେବେ ଆଫଗାନିସ୍ତାନର ଆକ୍ରମଣ ନେଇ ପାକିସ୍ତାନ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହିଁ । ଆଫଗାନିସ୍ତାନ ବର୍ଡର ଫୋର୍ସର ମୁଖପାତ୍ର କହିଛନ୍ତି, "ଆଫଗାନ ସେନା ପାକିସ୍ତାନୀ ମିଲିଟ୍ରି ସେଣ୍ଟର୍ସ ଉପରେ ଡ୍ରୋନ୍ ଆକ୍ରମଣ କରିଛି ।"
ଆଫଗାନିସ୍ତାନର ଦାବି ଅନୁସାରେ, ପାକିସ୍ତାନୀ ମିଲିଟ୍ରି ସେଣ୍ଟର୍ସ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି । ଆଫଗାନିସ୍ତାନ ଡିଫେନ୍ସ ଫୋର୍ସ ବିଳମ୍ବିତ ରାତିରେ ଦେଶରେ ନିର୍ମିତ ଡ୍ରୋନ୍ ବ୍ୟବହାର କରି ମିଲିଟ୍ରି ସହ ଜଡ଼ିତ ଠିକଣାକୁ ଟାର୍ଗେଟ୍ କରିବାରେ ସଫଳ ହୋଇଛି ।
ଏଥିସହ ପଢ଼ନ୍ତୁ: ମତେ ମାରିଦେବ ଆମେରିକା, ମୋ ପରେ ଅଲି ଲାରିଜାନୀ ଦେଶ ଚଳାଇବେ: ଖାମେନି
ଡଙ୍ଗମ ଜିଲ୍ଲାରେ ମୁତୟନ ଆଫଗାନୀ କମାଣ୍ଡର କହିଛନ୍ତି, "ଜିଲ୍ଲାର ବଂଶୀ ଅଞ୍ଚଳରେ ଗୁଳିଗୋଳା ବର୍ଷଣ ହୋଇଛି । ପାକିସ୍ତାନୀ ମିଲିସିଆ ପଛକୁ ହଟିଛନ୍ତି । ମୁଜ୍ଜାହିଦ୍ଦିନ କବ୍ଜା କରିଥିବା ପୋଷ୍ଟରୁ ୨ ପାକିସ୍ତାନୀ ଯବାନଙ୍କ ମୃତଦେହ ମିଳିଛି ।"
ଆଫଗାନିସ୍ତାନର ନ୍ୟୁଜ୍ ଚ୍ୟାନେଲ୍ ଟୋଲୋ ନ୍ୟୁଜ ଅନୁସାରେ, ସେନାର ଅପରେସନ୍ରେ ୫୫ ସୈନିକ ନିହତ ହୋଇଛନ୍ତି । ସେନା କିଛି ମୃତଦେହ ଏକାଧିକ ଅସ୍ତ୍ରଶସ୍ତ୍ର ଜବତ କରିଛି, କେତେକ ଯବାନଙ୍କୁ ଜୀବିତ ଧରିଛି । ପାକିସ୍ତାନର ସେନାର ଦୁଇଟି ମୁଖ୍ୟାଳୟ ସହ ୧୯ଟି ଚେକ୍ ପୋଷ୍ଟ ଆଫଗାନିସ୍ତାନ ସେନା କବ୍ଜା କରିଥିବା ଦାବି କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories