Airindia Plane Crash: ମୃତ୍ୟୁକୁ ବି ମାତ୍ ଦେଲେ...241 ମରିଗଲେ, ସେ ବଞ୍ଚିଗଲେ,ଦେଖନ୍ତୁ ଭିଡିଓ
·9 months ago

Key Points
ଏମିତି ହୋଇଥିଲା ବିମାନ ଦୁର୍ଘଟଣା
ପୁରା ଦେଶକୁ ସ୍ତବ୍ଧ
ମାତ୍ର କେଇ ସେକେଣ୍ଡରେ ସବୁ ଶେଷ
ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବାବେଳେ ହଠାତ୍ ଏତେ ବଡ ବିମାନ ଦୁର୍ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି । ସବୁକିଛି ଠିକ୍ ଠାକ୍ ଚାଲିଥିଲା । ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ବାହାରି ପଡିଥିଲେ ଯାତ୍ରୀ । କିଏ ବିମାନରେ ବସି ସେଲଫି ନେଉଥିଲା ତ କିଏ ନିଜ ଘରକୁ ଯିବା ପାଇଁ ଉତ୍ସାହିତ ଥିଲା । ହେଲେ ଟେକ୍ ଅଫ୍ କରୁ କରୁ ସବୁ ଛାରଖାର୍ । ମାତ୍ର କେଇ ସେକେଣ୍ଡ କଥା ।
ବିମାନରେ 242 ଜଣ ଥିବାବେଳେ 241 ଜଣଙ୍କର ମୃତ୍ୟୁ ହୋଇଛି । ହେଲେ ଚମତ୍କାର ଭାବରେ ଜଣେ ବଞ୍ଚିଯାଇଛନ୍ତି । ହେଲେ କେମିତି ହେଲା ଏତେ ବଡ ଦୂର୍ଘଟଣା ଜାଣିବାକୁ ଦେଖନ୍ତୁ ଏହି ଭିଡିଓ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: