Gold Price / କମିଲା ସୁନା ଦର, ଏତିକିରେ କିଣିପାରିବେ ୧୦ ଗ୍ରାମ ସୁନା !
·10 months ago·2 min read

Key Points
GST ଓ ମେକିଂ ଚାର୍ଜ ବାଦରେ ଏତିକିରେ କିଣିପାରିବେ ୧୦ ଗ୍ରାମ ସୁନା!
ଜାଣନ୍ତୁ ଆଜିର ରେଟ
ଗ୍ରାହକଙ୍କ ପାଇଁ ଖୁସି ଖବର
ଜାଣନ୍ତୁ ଆଜିର ରେଟ
ଗ୍ରାହକଙ୍କ ପାଇଁ ଖୁସି ଖବର
ହଠାତ୍ କମିଲା ସୁନା ଦର। ହୁ ହୁ ହୋଇ ବଢ଼ୁଥିବା ସୁନା ଦର ମାସ ଆରମ୍ଭରୁ ହଠାତ୍ କମିଛି। ଏଖବର ପରେ ଖୁସିରେ ଗ୍ରାହକ। ଗୋଟିଏ ଦିନର ବୃଦ୍ଧି ପରେ, ସୁନା ମୂଲ୍ୟ ପୁଣି ହ୍ରାସ ପାଇଛି। ୩୧ ଅକ୍ଟୋବର ସକାଳେ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧୨୧୬୨୦ ଟଙ୍କା ରହିଛି। ଫେଡେରାଲ୍ ରିଜର୍ଭ ଦ୍ୱାରା ସୁଧ ହାର ହ୍ରାସର ଧୀର ଗତି ଓ ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଉତ୍ତେଜନା ହ୍ରାସ ପରେ ଡଲାରର ମଜବୁତ ହେବା ଯୋଗୁଁ ସୁନା ମୂଲ୍ୟ ହ୍ରାସ ପାଇଛି। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧,୨୩,୦୦୦ ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧,୧୨,୭୫୦ ଟଙ୍କା ରହିଛି ।ଉପରୋକ୍ତ ସୁନା ରେଟରେ ସୂଚକ ଏବଂ GST, TCS ଓ ଅନ୍ୟାନ୍ୟ ଦେୟ ମିଶି ନାହିଁ । ସଠିକ୍ ରେଟ ପାଇଁ ଆପଣଙ୍କର ସ୍ଥାନୀୟ ଅଳଙ୍କାର ସହିତ ଯୋଗାଯୋଗ କରନ୍ତୁ ।
୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ହାର ଜାଣିବା ପାଇଁ, ଆପଣ ୮୯୫୫୬୬୪୪୩୩ ରେ ଏକ ମିସ୍ କଲ୍ ଦେଇପାରିବେ । କିଛି ସମୟ ମଧ୍ୟରେ SMS ମାଧ୍ୟମରେ ଦର ଉପଲବ୍ଧ ହେବ । ଏହା ବ୍ୟତୀତ, କ୍ରମାଗତ ଅପଡେଟ ବିଷୟରେ ସୂଚନା ପାଇଁ, ଆପଣ www.ibja.co କିମ୍ବା ibjarates.com ପରିଦର୍ଶନ କରିପାରିବେ ।ସୁନାର ଶୁଦ୍ଧତା ଜାଣିବା ପାଇଁ ISO (ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍) ଦ୍ୱାରା ହଲ୍ ମାର୍କ ଦିଆଯାଏ । ୨୪ କ୍ୟାରେଟ୍ ସୁନା ଅଳଙ୍କାର ଉପରେ ୯୯୯, ୨୩ କ୍ୟାରେଟ୍ ଉପରେ ୯୮୫, ୨୨ କ୍ୟାରେଟ୍ ଉପରେ ୯୧୬, ୨୧ କ୍ୟାରେଟ୍ ଉପରେ ୮୭୫ ଏବଂ ୧୮ କ୍ୟାରେଟ୍ ଉପରେ ୭୫୦ ଲେଖାଯାଇଛି । ପ୍ରାୟତଃ ସୁନା ୨୨ କ୍ୟାରେଟରେ ବିକ୍ରି ହେଉଥିବାବେଳେ କିଛି ଲୋକ ୧୮ କ୍ୟାରେଟ୍ ମଧ୍ୟ ବ୍ୟବହାର କରନ୍ତି । କ୍ୟାରେଟ୍ ୨୪ ରୁ ଅଧିକ ନୁହେଁ । କ୍ୟାରେଟ୍ ଯେତେ ଅଧିକ, ସୁନା ସେତେ ଶୁଦ୍ଧ ହୋଇଥାଏ ।
ଏଥିସହ ପଢ଼ନ୍ତୁ: ସୁନା ଦରକୁ ନେଇ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ କହିଲେ...
ଆମେରିକା-ଚୀନ୍ ବାଣିଜ୍ୟ ବିଷୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଉପରେ ଶୁଳ୍କ ୧୦ ପ୍ରତିଶତ ହ୍ରାସ କରିଛନ୍ତି। ଏହି ହାର ଏବେ ୫୭ ପ୍ରତିଶତରୁ ୪୭ ପ୍ରତିଶତକୁ ହ୍ରାସ ପାଇଛି। ଆମେରିକା-ଚୀନ୍ ବାଣିଜ୍ୟ ବିଷୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଉପରେ ଶୁଳ୍କ ୧୦ ପ୍ରତିଶତ ହ୍ରାସ କରିଛନ୍ତି। ଏହି ହାର ଏବେ ୫୭ ପ୍ରତିଶତରୁ ୪୭ ପ୍ରତିଶତକୁ ହ୍ରାସ ପାଇଛି। ୨୪ କ୍ୟାରେଟ୍ ସୁନା ୯୯.୯% ଶୁଦ୍ଧ ଏବଂ ୨୨ କ୍ୟାରେଟ୍ ସୁନା ପ୍ରାୟ ୯୧ ପ୍ରତିଶତ ଶୁଦ୍ଧ । ୨୨ କ୍ୟାରେଟ୍ ସୁନାରେ ତମ୍ବା, ରୂପା, ଜିଙ୍କ ପରି ୯% ଅନ୍ୟ ଧାତୁ ମିଶ୍ରଣ କରି ଅଳଙ୍କାର ପ୍ରସ୍ତୁତ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୪ କ୍ୟାରେଟ୍ ସୁନାରେ ଅଳଙ୍କାରରେ ତିଆରି କରାଯାଇପାରିବ ନାହିଁ । ସେଥିପାଇଁ ଅଧିକାଂଶ ଦୋକାନୀମାନେ ୨୨ କ୍ୟାରେଟ ସୁନା ବିକ୍ରି କରନ୍ତି । ଏହାସହ ଆଗକୁ ଆହୁରି ଅଧିକ ସୁନା ଦର କମିଯିବ ବୋଲି କୁହାଯାଉଛି। ତେବେ କେତେ କମିବ ଏବଂ କେବେ କମିବ ସେନେଇ କୌଣସି ସୂଚନା ନଥିବାବେଳେ ଧିରେ ଧିରେ କମୁଛି ସୁନା ଦର।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories