Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲିଭ୍ ଇନ୍ ରିଲେସନରେ ବ୍ରେକ ଅପ୍‌ ହେଲେ ଗଣିବେ ଭରଣପୋଷଣ

Banajyotshna Ray
Browse all articles by Banajyotshna Ray
·2 years ago
ଲିଭ୍ ଇନ୍ ରିଲେସନରେ ବ୍ରେକ ଅପ୍‌ ହେଲେ ଗଣିବେ ଭରଣପୋଷଣ

ଅର୍ଗସ ବ୍ୟୁରୋ: ଲିଭ୍ ଇନ୍ ରିଲେସନରେ ରହୁଛନ୍ତି କି ? ସତର୍କ ହୋଇଯାଆନ୍ତୁ।  ନଚେତ ଦେବାକୁ ପଡିପ ଭରଣପୋଷଣ। ମଧ୍ୟପ୍ରଦେଶ ହାଇକୋର୍ଟ ମହିଳାଙ୍କ ଅଧିକାର କ୍ଷେତ୍ରରେ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଏଣିକି ଲିଭ୍ ଇନ୍ ରିଲେସନରେ ରହିବା ପରେ ଯଦି ବ୍ରେକ୍ ଅପ୍ ହୁଏ ତେବେ ମହିଳା ଏ କ୍ଷେତ୍ରରେ ଭରଣ ପୋଷଣର ହକଦାର ହେବେ ।

ଉଚ୍ଚ ନ୍ୟାୟାଳୟ ଲିଭ୍ ଇନ୍ ରିଲେସନରେ ମହିଳାଙ୍କ ଅଧିକାରକୁ ମାନ୍ୟତା ଦେବା କ୍ଷେତ୍ରରେ ଏକ ବଡ ପଦକ୍ଷେପ ଉଠାଇଛନ୍ତି। ଏକ ଯାଚିକାର ଶୁଣାଣୀ ସମୟରେ ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି । ହାଇକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ, ପୁରୁଷ ସହ ଦୀର୍ଘ ସମୟ ଧରି ସଂପର୍କରେ ଥିବା ମହିଳା ବିବାହିତ ନ ହେଲେ ବି ବ୍ରେକ୍ ଅପ୍ ପରେ ଭରଣ ପୋଷଣର ହକଦାର ହେବ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

Sponsored
Madhya Pradesh High Court has ruled that women are entitled to alimony upon the termination of live-in relationships | Argus News