Child Rape Murder Case / ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ
·6 months ago·2 min read

Key Points
ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ଗତ ୨୦୨୪ ନଭେମ୍ବରରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ପୋକ୍ସୋ ଅଦାଲତ ଏହାର ବିଚାର କରି ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।

ସୂଚନା ଥାଉକି, ଗତବର୍ଷ ନଭେମ୍ବର ମାସ ୧୫ତାରିଖ ଅଭିଯୁକ୍ତ ପ୍ରଶାନ୍ତ ବାଗ ଓରଫ ବରିହା ନାବାଳିକାଙ୍କୁ ମାଛ ଧରିଯିବା ଆଳରେ ଘରୁ ଡାକି ନେଇଥିଲେ ଏବଂ ବଳାତ୍କାର ପରେ ହତ୍ୟା କରିଥିଲେ। ଏ ନେଇ ମୃତ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ଏବଂ ମାମଲାଟି ବରଗଡ଼ ପୋକ୍ସୋ ଅଦାଲତରେ ମାମଲା ଚାଲିଥିଲା।
ଦୋଷୀ ପ୍ରଶାନ୍ତ ବାଗକୁ ଫାଶୀ ଦଣ୍ଡାଦେଶ ଦେଲେ ବରଗଡ଼ ପୋକ୍ସୋ କୋର୍ଟ। ୨୦୨୪ ମସିହା ନଭେମ୍ବର ୧୫ ତାରିଖ ବରଗଡ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳରେ ଘଟିଥିଲା ଅଭାବନୀୟ ଘଟଣା। ୫ ବର୍ଷର ନାବାଳିକାକୁ ମାଛ ମାରି ଯିବା କହି ଘରୁ ଡାକି ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିବା ସହ ନିର୍ମମ ଭାବେ ହତ୍ୟା କରିଥିଲା ଦୋଷୀ ପ୍ରଶାନ୍ତ ବାଗ। ପୋକ୍ସୋ କୋର୍ଟ ଏହି କେସ ର ଶୁଣାଣି କରିବା ସହ ଦୋଷୀକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।
ପୋକ୍ସୋ ଆକ୍ଟ କଣ?
ପୋକ୍ସୋ (POCSO) ଆଇନର ପୂରା ନାମ ହେଉଛି “Protection of Children from Sexual Offences Act, 2012”.
ଏହି ଆଇନଟି ଶିଶୁମାନଙ୍କୁ (୧୮ ବର୍ଷରୁ କମ୍ ବୟସ) ଯୌନ ନିର୍ଯାତନା, ଯୌନ ଶୋଷଣ ଓ ଅଶ୍ଳୀଳତାରୁ ସୁରକ୍ଷା ଦେବା ପାଇଁ ଭାରତ ସରକାର ଦ୍ୱାରା ପ୍ରଣୟନ କରାଯାଇଛି।
ପୋକ୍ସୋ ଆଇନ କାହିଁକି ଜରୁରୀ ?
ଦେଶରେ ଶିଶୁ ଯୌନ ନିର୍ଯାତନା ଘଟଣା ବଢ଼ୁଥିବାରୁ ଶିଶୁଙ୍କୁ ଆଇନଗତ ସୁରକ୍ଷା ଦେବା ପାଇଁ ଏବଂ ଦୋଷୀଙ୍କୁ କଠୋର ଶାସ୍ତି ଦେବା ଉଦ୍ଦେଶ୍ୟରେ ଏହି ଆଇନ ପ୍ରଣୟନ କରାଯାଇଛି।
ଦିଲ୍ଲୀ ଦଙ୍ଗା: ଉମର, ସରଜିଲଙ୍କୁ ସୁପ୍ରିମକୋର୍ଟର ଝଟକା, ମିଳିଲାନି ଜାମିନ
ଦିଲ୍ଲୀ ଦଙ୍ଗା ସହିତ ଜଡିତ ଅଭିଯୋଗରେ ଗତ ପାଞ୍ଚ ବର୍ଷ ଧରି ଜେଲରେ ଥିବା ଉମର ଖାଲିଦ ଏବଂ ସରଜିଲ୍ ଇମାମ୍ଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ହାଇକୋର୍ଟ ପରେ, ସୁପ୍ରିମକୋର୍ଟ ଏବେ ସେମାନଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ତଥାପି, ଅନ୍ୟ ପାଞ୍ଚ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ବିଚାରପତି ଅରବିନ୍ଦ କୁମାର ଏବଂ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଅଭିଯୁକ୍ତ ଏବଂ ଦିଲ୍ଲୀ ପୋଲିସର ଯୁକ୍ତି ଶୁଣିବା ପରେ ଗତ ଡିସେମ୍ବର ୧୦ ତାରିଖରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ, ଯାହା ଆଜି ପ୍ରଦାନ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories