SKILL / କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଜନ ଦ୍ୱାରା ଆଗକୁ ବଢୁଛି ଏସଡିଆଇ
·5 months ago·3 min read

Key Points
ଆଗକୁ ବଢୁଛି ଭୁବନେଶ୍ବର ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଜନ ଦ୍ୱାରା ଆଗକୁ ବଢୁଛି ଏସଡିଆଇ
ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ନାମିଦାମୀ ଅନୁଷ୍ଠାନରେ କାର୍ଯ୍ୟରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍କିଲ ଇଣ୍ଡିଆ ମିଶନ ଆଧାରରେ ପ୍ରତିଷ୍ଠିତ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଜନ ଦ୍ୱାରା ଆଗକୁ ବଢୁଛି ଭୁବନେଶ୍ବର ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ। Cyber Security, AI, Machine Learning ଭଳି Future skills କାର୍ଯ୍ୟକ୍ରମ କରୁଛି ଭୁବନେଶ୍ବର ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ
2023 ମସିହାରେ ଆରମ୍ଭ ହୋଇଥିଲା ଭୁବନେଶ୍ବର ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟର ସାଇବର ସିକ୍ୟୁରିଟି କାର୍ଯ୍ୟକ୍ରମ । i Aspire Mind Foundation ଓ big 4 ଭଳି ପ୍ରତିଷ୍ଠିତ ସଂସ୍ଥାନର ସହଭାଗିତାରେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରୁଛି ଭୁବନେଶ୍ବର ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ। ବର୍ତ୍ତମାନ ପର୍ଯ୍ୟନ୍ତ ଏକ ହଜାର ଛାତ୍ରଛାତ୍ରୀ ଭୁବନେଶ୍ୱର ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ ସାଇବର ସିକ୍ୟୁରିଟି ପ୍ରୋଗ୍ରାମ ଶେଷ କରି ବିଭିନ୍ନ ନାମିଦାମୀ ଅନୁଷ୍ଠାନରେ କାର୍ଯ୍ୟରତ । ଭାରତର ୧୬ଟି ରାଜ୍ୟରୁ ୩୮୮ ଜଣ ଇଞ୍ଜିନିୟରିଂ ଛାତ୍ର ଛାତ୍ରୀ ଯେଉଁମାନେ ୩୨ଟି ଅଂଶଗ୍ରହଣକାରୀ ଶିକ୍ଷା ସଂସ୍ଥାକୁ ପ୍ରତିନିଧିତ୍ୱ କରୁଛନ୍ତି, ସେମାନଙ୍କୁ iAspire Mind Foundation ଦ୍ୱାରା ବିଶ୍ୱସ୍ତରୀୟ କ୍ୟାରିଅର ପାଇଁ ପ୍ରସ୍ତୁତ କରୁଛି ଭୁବନେଶ୍ବର ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ। ଭୁବନେଶ୍ୱରରେ ଛଅ ମାସ ଅବଧିର ଏକ ଆବାସିକ ସାଇବର ସୁରକ୍ଷା ବୁଟ କ୍ୟାମ୍ପ ଆନୁଷ୍ଠାନିକ ଭାବେ ଜାନୁଆରୀ 22 ତାରିଖରେ ଆରମ୍ଭ ହୋଇଛି , ଯାହା ଭାରତର ସାଇବର ସୁରକ୍ଷା କୌଶଳ ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ। ଏହି କାର୍ଯ୍ୟକ୍ରମର ଉଦଘାଟନ ସମାରୋହରେ ବିଶ୍ୱର ଏକ ଅଗ୍ରଣୀ କନସଲ୍ଟିଂ ସଂସ୍ଥାର ଶୀର୍ଷ ନେତୃତ୍ୱ, ସହିତ ଅଗ୍ରଣି ପୂର୍ବାଧାର ଏବଂ ଶିଳ୍ପ ଜଗତର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।ଏହି ବୁଟକ୍ୟାମ୍ପ iAspire Mind Foundation , Delloitee ଓ SDI ଭୁବନେଶ୍ୱରଙ୍କ ସହଯୋଗରେ ଆୟୋଜିତ ହୋଇଛି। ଏଥିରେ ଭାରତର ୧୬ଟିରୁ ଅଧିକ ରାଜ୍ୟର ୩୮୮ରୁ ଅଧିକ ଭବିଷ୍ୟତ ସାଇବର ପେଶାଜୀବୀ ଅଂଶଗ୍ରହଣ କରୁଛନ୍ତି, ଯେଉଁମାନେ ୩୨ଟି ଅଂଶଗ୍ରହଣକାରୀ ଶିକ୍ଷା ସଂସ୍ଥାକୁ ପ୍ରତିନିଧିତ୍ୱ କରୁଛନ୍ତି। ୩୦%ରୁ ଅଧିକ ଝିଅ ଏବଂ ୭୦%ରୁ ଅଧିକ ପୁଅ ଅଂଶଗ୍ରହଣ କରିଛନ୍ତି। ଏହା ଏକ ସମ୍ପୂର୍ଣ୍ଣ ଆବାସିକ କାର୍ଯ୍ୟକ୍ରମ, ଯାହା ଅଂଶଗ୍ରହଣକାରୀମାନଙ୍କୁ ବିଶ୍ୱପ୍ରସିଦ୍ଧ Big 4 କନସଲ୍ଟିଂ ଫର୍ମରେ ନିଯୁକ୍ତି ପାଇବାର ଏକ ଦୁର୍ଲଭ ସୁଯୋଗ ପ୍ରଦାନ କରୁଛି । ୩୦,୦୦୦ରୁ ଅଧିକ ଆବେଦନକାରୀଙ୍କ ମଧ୍ୟରୁ କେବଳ ୩୮୮ରୁ ଅଧିକ ପ୍ରତିଯୋଗୀ ଶେଷ ପର୍ଯ୍ୟାୟରେ ଚୟନ ହୋଇଛନ୍ତି।
ସାଇବର ସୁରକ୍ଷା କ୍ଷେତ୍ରରେ ବଢ଼ୁଥିବା କୌଶଳ ଅଭାବକୁ ସିଧାସଳଖ ମୁକାବିଲା କରିବା ପାଇଁ ଏହି ବୁଟକ୍ୟାମ୍ପ ଡିଜାଇନ୍ କରାଯାଇଛି। ପାଠ୍ୟକ୍ରମର ପ୍ରାୟ ୮୦% ଅଂଶ ପ୍ରୋଜେକ୍ଟ ଆଧାରିତ ଶିକ୍ଷା ଉପରେ କେନ୍ଦ୍ରିତ, ଯେଉଁଥିରେ ଉନ୍ନତ ଓ ଶିଳ୍ପ-ସମ୍ପର୍କିତ ସାଇବର ସୁରକ୍ଷା ଟୁଲ୍ଗୁଡ଼ିକ ବ୍ୟବହାର କରାଯାଇଛି । ମୂଳ ଶିକ୍ଷା କ୍ଷେତ୍ରମାନଙ୍କ ମଧ୍ୟରେ ଥ୍ରେଟ୍ ଡିଟେକ୍ସନ୍ ଓ ରେସ୍ପୋନ୍ସ, ଆପ୍ଲିକେସନ୍ ସିକ୍ୟୁରିଟି, ଡିଜିଟାଲ୍ ଆଇଡେଣ୍ଟିଟି, କ୍ଲାଉଡ୍ ସିକ୍ୟୁରିଟି ଓ ଜାତୀୟ ସ୍ତରର ଡିଜିଟାଲ୍ ଉଦ୍ୟମଗୁଡ଼ିକ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଉଦୟମାନ ପ୍ରଯୁକ୍ତି କ୍ଷେତ୍ର ସାମିଲ ଅଛି। କାର୍ଯ୍ୟକ୍ରମର ଗଭୀରତା ଓ ଗଠନ ଏଭଳି ଭାବେ ଡିଜାଇନ୍ କରାଯାଇଛି ଯେ, ଅଂଶଗ୍ରହୀମାନେ ପେଶାଗତ ଭୂମିକାରେ ସହଜରେ ପ୍ରବେଶ କରିପାରିବେ ଏବଂ ପାରମ୍ପରିକ କ୍ୟାମ୍ପସ୍ ରିକ୍ରୁଟ୍ମାନଙ୍କ ତୁଳନାରେ ନିଜକୁ ଅଲଗା ପ୍ରମାଣିତ କରିପାରିବେ। ଦେଶର ଡିଜିଟାଲ୍ ସମ୍ପତ୍ତିକୁ ସୁରକ୍ଷିତ କରିବା ମାଧ୍ୟମରେ, ଏହି FUTURE SKILL ପ୍ରୋଗ୍ରାମ ଦ୍ୱାରା SDI ଏକ ସାଇବର-ସୁରକ୍ଷିତ ଦେଶ ତଥା ରାଜ୍ୟ ଗଠନ ସହ ଓ ବିଶ୍ୱସ୍ତରୀୟ ଦକ୍ଷ କର୍ମଶକ୍ତି ତିଆରି କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ନେଇଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ବାସ ଦେଇଛନ୍ତି ବୋଲି କହିଛନ୍ତି ଭୁବନେଶ୍ବର ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟର ସିଓଓ ରାଜେଶ ତ୍ରିପାଠୀ ।
ଶିକ୍ଷା ସଂସ୍ଥା, ଶିଳ୍ପ ନେତୃତ୍ୱ ଓ ଆଗାମୀ ସାଇବର ପେଶାଜୀବୀମାନଙ୍କୁ ଏକ ମଞ୍ଚରେ ଏକତ୍ର କରି, ଏହି ଆବାସିକ ସାଇବର ସୁରକ୍ଷା ବୁଟକ୍ୟାମ୍ପ କ୍ୟାରିଅର ପଥକୁ ପୁନଃସଂଜ୍ଞା ଦେଉଛି। ଭାରତର ଡିଜିଟାଲ୍ ସହନଶୀଳତା ଓ ବିଶ୍ୱ ସାଇବର ପରିବେଶରେ ଅର୍ଥପୂର୍ଣ୍ଣ ଅବଦାନ ରଖୁଛି। ବର୍ତ୍ତମାନ କୁ ମିଶାଇ ଅନେକ ଛାତ୍ରଛାତ୍ରୀ ଙ୍କ ସାଇବର ସିକ୍ୟୁରୀଟି ସ୍ଵପ୍ନ ସଫଳ ରୂପ ନେଇଛି।...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories