|
logo
Live
Argus News App
GET APP

Argus News - ଆମ ବସ୍ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

Odisha

Road Accident / ଆମ ବସ୍ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର

Rashmita Mishra
Browse all articles by Rashmita Mishra
·2 months ago
ଆମ ବସ୍ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର
Road Accident

Key Points

ଭୁବନେଶ୍ଵର ରୁପାଲି ଛକରେ ମର୍ମନ୍ତୁଦ ଦୁର୍ଘଟଣା ।
ଦୁର୍ଘଟଣାରେ ଦୁଇ ମୃତ, ଦୁଇ ଗୁରୁତର । 
ରୁପାଲି ଛକରେ ଅଟୋକୁ ଧକ୍କା ଦେଲା ଆମ ବସ୍ । 

ରାଜଧାନୀରେ ବଢ଼ିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ ବସ ପାଇଁ ଯାଇଛି ଜଣଙ୍କ ଜୀବନ । ଭୁବନେଶ୍ଵର ରୁପାଲି ଛକରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ ସହ ଦୁଇ ଜଣ ଗୁରୁତର । ରୁପାଲି ଛକରେ ଅଟୋକୁ ଧକ୍କା ଦେଲା ଆମ ବସ୍ । ଘଟଣାସ୍ଥଳରେ ଲୋକଙ୍କର ପ୍ରବଳ ଉତ୍ତେଜନା

ସୂଚନାନୁଯାୟୀ ଭୁବନେଶ୍ୱର ରୁପାଲି ଛକରେ ଶନିବାର ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ଅଟୋ ପଛରୁ ପିଟିଲା ଆମ ବସ୍‌। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ଲୋକମାନଙ୍କର ପ୍ରବଳ ଉତ୍ତେଜନା ଦେଖାଯାଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଡିସିପି ଘଟଣାସ୍ଥଳରେ ପହଞ୍ଚିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Road Accident: ଆମ ବସ୍ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର | Argus News