Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Train Accident / ପୁଣି ଭୟଙ୍କର ଟ୍ରେନ ଦୁର୍ଘଟଣା: ଯାଜପୁରରେ ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ ଲାଇନଚ୍ୟୁତ

Ritu Das
Browse all articles by Ritu Das
·5 months ago
ପୁଣି ଭୟଙ୍କର ଟ୍ରେନ ଦୁର୍ଘଟଣା: ଯାଜପୁରରେ ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ ଲାଇନଚ୍ୟୁତ
India

Key Points

ସକାଳୁ ସକାଳୁ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଆଜି ଯାଜପୁର ଜିଲ୍ଲାର ଜଖପୁରା ଷ୍ଟେସନରେ ଚେନ୍ନାଇ ନିୟୁ ଜଲପାଇଗୁଡି ଟ୍ରେନର ତିନି ଗୋଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଛି।
ସକାଳ ସକାଳୁ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଆଜି ଯାଜପୁର ଜିଲ୍ଲାର ଜଖପୁରା ଷ୍ଟେସନରେ ଚେନ୍ନାଇ ନିୟୁ ଜଲପାଇଗୁଡି ଟ୍ରେନର ତିନି ଗୋଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଛି। ତେବେ ଏଥିରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନାହିଁ। ଲାଇନ୍ କାର୍ଯ୍ୟ ଚାଲୁଥିବାବେଳେ ଟ୍ରେନର ଗତି କମ୍ ଥିବାରୁ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ।



ମିଳିଥିବା ସୂଚନା ମୁତାବକ ସକାଳ ୮ ଟା ୫୦ ମିନିଟରେ ଘଟଣା ଘଟିଛି । ଟ୍ରାକ୍ ଚେଞ୍ଜ କରୁଥିବା ବେଳେ ଗୋଟିଏ ଏସି ବଗି ଓ ଦୁଇଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଥିଲା। ବର୍ତ୍ତମାନ ତିନୋଟି ବଗିକୁ ପୁଣି ଧାରଣା ଉପରକୁ ଉଠାଇବାକୁ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଯାଜପୁର ରୋଡ ରେଲବାଇ ପୋଲିସ ଉପସ୍ଥିତ ଅଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored