LOVE JIHAD / କେନ୍ଦ୍ରାପଡ଼ାରେ ଲଭ ଜିହାଦ୍,ହାଇଦ୍ରାବାଦରୁ ଗିରଫ ହେଲା ସଇଜ ଉଦ୍ଦିନ ଖାଁ
·5 months ago·2 min read

Key Points
କେନ୍ଦ୍ରାପଡ଼ାରେ ଲଭ ଜିହାଦ୍
କେନ୍ଦ୍ରାପଡ଼ାରେ ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ କରୁଥିଲା ଲଭ ଜିହାଦ
ଅର୍ଗସରେ ଖବର ପ୍ରସାରଣ ପରେ କେନ୍ଦ୍ରାପଡ଼ା ପୋଲିସର ଆକ୍ସନ

କେନ୍ଦ୍ରାପଡ଼ାରେ ଲଭ ଜିହାଦ। ଲଭ ଜିହାଦ ମାମଲାରେ ହାଇଦ୍ରାବାଦରୁ ଗିରଫ ହେଲା ସଇଜ ଉଦ୍ଦିନ ଖାଁ ! କେନ୍ଦ୍ରାପଡ଼ାରେ ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ କରୁଥିଲା ଲଭ ଜିହାଦ ! ଖବର ଅର୍ଗସରେ ପ୍ରସାରଣ ପରେ କେନ୍ଦ୍ରାପଡ଼ା ପୋଲିସର ବଡ଼ ଆକ୍ସନ !
କେନ୍ଦ୍ରାପଡ଼ାରେ ଲଭ ଜିହାଦ। ହିନ୍ଦୁ ଯୁବତୀଙ୍କୁ ନିଜ ପ୍ରେମରେ ଫସାଇ ଦେଇଥିଲା ସଇଜ ଉଦ୍ଦିନ ଖାଁ। କେନ୍ଦ୍ରାପଡ଼ା ଯମଦର ଗ୍ରାମର ସଇଜ ଉଦ୍ଦିନ ଖାଁ ନିଜର ପ୍ରେମ ଜାଲରେ ଫସାଇ ଏକାଧିକ ହିନ୍ଦୁ ଯୁବତୀଙ୍କୁ ଲଭ ଜିହାଦରେ ଛନ୍ଦୀ ହାଇଦ୍ରାବାଦରେ ଏକ ହୋଟେଲରେ ବିକ୍ରି କରୁଥିବା କେନ୍ଦ୍ରାପଡ଼ା ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ସଇଜ ଉଦ୍ଦିନଙ୍କ ପତ୍ନୀ ଫରିଦା ଖାତୁନ ! ଏପରି ସଂଗୀନ ଅଭିଯୋଗ ଆଣିଥିଲେ ନିଜ ସ୍ୱାମୀଙ୍କ ନାମରେ ! ହିନ୍ଦୁ ଯୁବତୀଙ୍କୁ ଲଭ ଜିହ୍ୱାଦ ଫସାଇବା ପାଇଁ ମୁସଲିମ ସଂଗଠନ ପୁରସ୍କୃତ କରେ 10ଲକ୍ଷ ଯାହା ପାଇଁ ସଇଜ ଉଦ୍ଦିନ ଖାଁ 4ଜଣ ଯୁବତୀଙ୍କ ସହ ଏପରି କରିଥିବା କରିଥିଲେ ଅଭିଯୋଗ ! ଏହି ଖବର ଅର୍ଗସରେ ପ୍ରସାରଣ ପରେ କେନ୍ଦ୍ରାପଡ଼ା ଏସପିଙ୍କ ନେତୃତ୍ୱରେ 15ଜଣିଆ ଦୁଇଟି ଟିମ ହାଇଦ୍ରାବାଦର ଅଭିଯୁକ୍ତକୁ ଗିରଫ କରି କେନ୍ଦ୍ରାପଡ଼ାକୁ ଆଣି ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିବା ପାଇଁ ତଦନ୍ତ ଜାରିରଖିଛି ! ଲଭ ଜିହ୍ୱାଦକୁ ନେଇ କେନ୍ଦ୍ରାପଡ଼ାରେ ଅସନ୍ତୋଷ ଉଗ୍ରରୂପ ନେଇଥିଲା ! ବିଭିନ୍ନ ହିନ୍ଦୁ ସଂଗଠନ କେନ୍ଦ୍ରାପଡ଼ା ଏଡିଏମ ଓ ଏସପିଙ୍କ ନିକଟରେ ଅଭିଯୋଗ କରିବା ପରେ ଆକ୍ସନ ମୁଡ଼ରେ ଥିଲା ଜିଲ୍ଲାପ୍ରଶାସନ ଯାହାକୁ ନେଇ ଧନ୍ୟବାଦ ଜଣାଇଛନ୍ତି ବଜରଙ୍ଗ ଦଳର ସମ୍ପାଦକ ସୁଧାଂଶୁ ରାଉତ।
2000-ରୁ 2025 ପର୍ଯ୍ୟନ୍ତ ଲଭ ଜିହ୍ୱଦର ଶିକାର ହେଉଥିବା 30ରୁ ଉର୍ଦ୍ଧ ଗରିବ ଅସହାୟ ଯୁବତୀ ମାନଙ୍କୁ ପ୍ରେମ ଜାଲରେ ଫସାଇ ବାହାରେ ବିକ୍ରି କରୁଥିବା ବାରମ୍ବାର ଅଭିଯୋଗ ପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଅଭିଯୁକ୍ତ ସଇଜ ଉଦ୍ଦିନ ଖାଁ କୁ ହାଇଦ୍ରାବାଦରୁ ଗିରଫ କରିଛି। କିନ୍ତୁ ଏହି ଜିହ୍ୱାଦ ପାଇଁ ଅର୍ଥ ଖର୍ଚ୍ଚ କରୁଥିବା ମୁଖ୍ୟ ଅଭିଯୁକ୍ତକୁ କେବେ ପୋଲିସ ଗିରଫ କରିବ ବୋଲି ଦାବୀ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ହିନ୍ଦୁରକ୍ଷା ସେନାର ସମ୍ପାଦକ ମଣ୍ଟୁ ଦାସ। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଏଡିଏମ ରବିନ୍ଦ୍ର ମଲ୍ଲିକ କୁହନ୍ତି ଫରିଦା ଖାତୁନଙ୍କ ଅଭିଯୋଗ ପରେ ପୋଲିସ ଆକ୍ସନ ନେଇଛି ! ମୁଖ୍ୟ ଅଭିଯୁକ୍ତ ଉପରେ ତଦନ୍ତ ଜାରି ରହିଛି !
କେନ୍ଦ୍ରାପଡ଼ାରେ ଲଭ ଜିହାଦ କେଳାଙ୍କାରୀ ଉଗ୍ରରୂପ ନେଉଛି। ଏସପିଙ୍କ ନିକଟରେ ମୁସଲିମ ଅସହାୟ ମହିଳା ଫରିଦା ଖାତୁନ ସଂଗୀନ ଅଭିଯୋଗ କରିଥିବା ବେଳେ ଦୁହୁରିଆ ଗ୍ରାମର ଅନ୍ୟ ଜଣେ ମହିଳା ଜେଲେଖା ବିବି ମଧ୍ୟ ତାଙ୍କ ସ୍ଵାମୀ ସେକ ଜୁମ୍ମାଙ୍କ ନାମରେ ଲଭ ଜିହ୍ୱାଦର ଅଭିଯୋଗ ଆଣିଛନ୍ତି । ଏହି ଦୁଇ ଜଣ ମୁସଲିମ ମହିଳା ଜିହ୍ୱାଦି ପାଇଁ ମୁସଲିମ ସଂଗଠନ ମୁସଲିମ ଯୁବକଙ୍କୁ ଲକ୍ଷଲକ୍ଷ ଟଙ୍କା ପୁରସ୍କୃତ କରୁଥିବା ସାଙ୍ଘାତିକ ଖୁଲାସା କରିଛନ୍ତି ! ଘଟଣାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ପ୍ରତିବାଦ କରିଥିବା ବେଳେ ମହାକାଳପଡ଼ାର ବିଧାୟକ ଦୃଗାପ୍ରସନ୍ନ ନାୟକ ଏହି ଘଟଣାକୁ ନିନ୍ଦା କରିବା ସହ ସରକାର ଏଥି ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories