Kidney Disease / ବଢୁଛି କିଡ଼ନୀ ରୋଗୀଙ୍କ ସଂଖ୍ୟା: ୮୦ରୁ ଅଧିକ କିଡ଼ନୀ ରୋଗୀ ଚିହ୍ନଟ
·8 months ago·2 min read

Key Points
ଛତ୍ରପୁର ବ୍ଲକରେ ଚିହ୍ନଟ ହୋଇଛନ୍ତି ୮୦ରୁ ଅଧିକ କିଡ଼ନୀ ରୋଗୀ
କାଳୀପଲ୍ଲୀ ପଞ୍ଚାୟତରେ ବଢୁଛି କିଡ଼ନୀ ରୋଗୀଙ୍କ ସଂଖ୍ୟା
ସ୍ୱାସ୍ଥ୍ୟ ବିଭାଗର ସର୍ଭେ ପରେ ମୁମ୍ବାଇରୁ ଆସିଲେ ବିଶେଷଜ୍ଞ ଟିମ୍
ପାନୀୟ ଜଳ ଓ କୀଟନାଶକ ଔଷଧରୁ ରୋଗ ବ୍ୟାପୁଥିବା ଅଭିଯୋଗ

ଦିନକୁ ଦିନ କିଡନୀ ରୋଗ ବଢ଼ିଚାଲିଛି । ଏକ ରିପୋର୍ଟ ଅନୁସାରେ, ଏହା ୨୦୪୦ ସୁଦ୍ଧା ମୃତ୍ୟୁର ପଞ୍ଚମ ବଡ଼ କାରଣ ହୋଇପାରେ ବୋଲି କୁହାଯାଉଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଆପଣଙ୍କର କିଡନୀ ସହିତ ଜଡିତ କୌଣସି ଅସୁବିଧା ଅଛି, ତେବେ ଏହାର କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ଆପଣଙ୍କ ଖାଦ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ କାମ କରେ । ତେଣୁ କିଡନୀ ସହିତ ଜଡିତ ଛୋଟ ଛୋଟ ସମସ୍ୟାକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
ସୂଚନାନୁଯାୟୀ ଗଞ୍ଜାମ କାଳୀପଲ୍ଲୀ ପଞ୍ଚାୟତରେ ବଢୁଛି କିଡ଼ନୀ ରୋଗୀଙ୍କ ସଂଖ୍ୟା। ଏହି ପଞ୍ଚାୟତରେ ଅଛନ୍ତି ୮୬ ଜଣ କିଡନୀ ରୋଗୀ । ପୂର୍ବରୁ ଥିଲେ ୧୦୩ ରୋଗୀ । କିଛି ରୋଗୀଙ୍କ ମୃତ୍ୟୁ ହେବା ପରେ ଏବେ ରୋଗୀ ସଂଖ୍ୟା ୮୬ ରହିଛି । ରୋଗୀ ସଂଖ୍ୟା ବଢିବାରୁ ଅନୁସନ୍ଧାନ କରିବାକୁ ଡାକ୍ତରଙ୍କୁ ଜିଲ୍ଲାପାଳ ଦେଇଥିଲେ ନିର୍ଦ୍ଦେଶ । ପାନୀୟ ଜଳ ଓ କୀଟନାଶକ ଔଷଧରୁ ରୋଗ ବ୍ୟାପୁଥିବା ପ୍ରାଥମିକ ରିପୋର୍ଟରୁ ଜଣା ପଡିଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ଅନୁରେୋଧ କ୍ରମେ ମୁମ୍ବାଇରୁ ବିଶେଷଜ୍ଞ ଟିମ୍ ଆସି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି ।
କିଡନୀ ରୋଗୀଙ୍କ ସଂଖ୍ୟା ବଢିବା ପରେ ପ୍ରତିଦିନ ଲୋକ ମାନଙ୍କର କରାଯାଉଛି ସ୍ଵାସ୍ଥ୍ୟ ପରୀକ୍ଷା । ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଵାସ୍ଥ୍ୟ ବିଭାଗ ରୋଗର ନିରାକରଣ, ପ୍ରତିଷେଧକ ବ୍ୟବସ୍ଥା କରୁଛି । କାଳୀପଲ୍ଲୀ ପଂଚାୟତର ବଡ଼ପୁଟି, ରେ.କତୁରୁ ଓ ବନ୍ଦରଗାଁର ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଆଇରନ ଯୁକ୍ତ ପାଣି ପିଇବା ଦ୍ୱାରା କିଡ଼ନୀ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିଡନୀ କର୍କଟର ଲକ୍ଷଣ: ପରିସ୍ରାରେ ରକ୍ତ,ଅଣ୍ଟାରେ ଯନ୍ତ୍ରଣା,ଭୋକ ନ ଲାଗିବା,ଓଜନ ହ୍ରାସ,ଜ୍ୱର ଲାଗି ରହିବା,ରକ୍ତହୀନତା ଏବଂ ଦୁର୍ବଳତା ।
କେଉଁମାନଙ୍କୁ ହୋଇଥାଏ କିଡନୀ କର୍କଟ । ଧୂମପାନ କରୁଥିବା ବ୍ୟକ୍ତି କିଡନୀ ବା ବୃକକ କର୍କଟରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ। ସେହିପରି ଯେଉଁମାନେ ଉଚ୍ଚ ରକ୍ତଚାପରେ ପୀଡିତ ସେମାନଙ୍କର କିଡନୀ କର୍କଟ ହୋଇପାରେ ।

Related Topics
Explore more stories