Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Murder Case / ଯୁବକଙ୍କୁ ପଥରରେ ଛେଚି ହତ୍ୟା, ପୋଲିସର ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·9 months ago·1 min read
ଯୁବକଙ୍କୁ ପଥରରେ ଛେଚି ହତ୍ୟା, ପୋଲିସର ତଦନ୍ତ ଜାରି

Key Points

ଯୁବକଙ୍କୁ ପଥରେ ଛେଚି ହତ୍ୟା
ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ
ଘଟଣା ସ୍ଥଳରେ ପୋଲିସ ପହଂଚି ଖୋଳତାଡ଼ କରୁଛି

ରାଜଧାନୀରେ ଚାଞ୍ଚଲ୍ୟ । ଯୁବକଙ୍କୁ ପଥରେ ଛେଚି ହତ୍ୟା  । ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ । କେତେ ନୃଶଂସ ଲୋକମାନେ ଶେଷରେ ପଥରରେ ଛେଚି ଛେଚି ହତ୍ୟା ପରି ଜଘନ୍ୟ କାଣ୍ଡ ଭିଆଉଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଂଚି ଖୋଳତାଡ଼ କରୁଛି । ମୃତ ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ  । କିଏ କାହିଁକି ହତ୍ୟା କଲା କାରଣ ଖୋଜୁଛି ପୋଲିସ । ଦିନକୁ ଦିନ ରାଜଧାନୀରେ ଭୁବନେଶ୍ୱରରେ ଏଭଳି ଘଟଣା ବଢ଼ି ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ହୋଇପଡୁଛି। ଏଭଳି ହତ୍ୟା ପରି ଘଟଣା ସମସ୍ତଙ୍କୁ ଭୟଭୀତ କରୁଛି।


ଏଥିସହ ପଢ଼ନ୍ତୁ: ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା, ୨ ଅପରାଧୀଙ୍କୁ ଜେରା କରୁଛି ପୋଲିସ୍‌


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବତ୍ତର୍ମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡ଼ିନଥିବାବେଳେ ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ। ଶୀଘ୍ର ଏମାନଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନିଆଯିବ ପୋଲି ପୋଲିସ କହିଛି। 


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Murder Case | outh Beaten to Death on Road | Argus News | Argus News