Bihar Election / ୧୨ ଆସନରେ ପରସ୍ପର ବିରୋଧରେ ମହାମେଣ୍ଟ ପ୍ରାର୍ଥୀଙ୍କ ଲଢ଼େଇ, ପରୋକ୍ଷରେ ବଢ଼ୁଛି NDAର ଶକ୍ତି
·8 months ago·2 min read

Key Points
ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେଉଛି । ମୁଜାଫରପୁର ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ଼ ଘୋଷଣା କରି ରାଜ୍ୟବାସୀଙ୍କୁ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ଆହ୍ଵାନ ଦେଇଛନ୍ତି ।
ପାଟନା: ବିହାର ମହାମେଣ୍ଟରେ ମହାବିଦ୍ରୋହ । ୨୪୩ ଆସନରେ ମହାମେଣ୍ଟ ୨୫୫ ପ୍ରାର୍ଥୀ ଘୋଷଣା କରି ଅନ୍ତଃକନ୍ଦଳକୁ ପଦାରେ ପକାଇଛନ୍ତି । ନିଜ ନିଜ ମଧ୍ୟରେ ନିର୍ବାଚନ ଲଢୁଥିବା କଂଗ୍ରେସ, RJD, CPI, VIP ନେତା ବିହାରର ବିକାଶ ନୁହେଁ ବରଂ ସ୍ଵାର୍ଥ ପୂରଣ ପାଇଁ ପ୍ରୟାସ କରୁଥିବା କଟାକ୍ଷ କରିଛି ବିଜେପି ।
ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେଉଛି । ମୁଜାଫରପୁର ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ଼ ଘୋଷଣା କରି ରାଜ୍ୟବାସୀଙ୍କୁ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ଆହ୍ଵାନ ଦେଇଛନ୍ତି ।ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେଉଛି । ମୁଜାଫରପୁର ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ଼ ଘୋଷଣା କରି ରାଜ୍ୟବାସୀଙ୍କୁ ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ଆହ୍ଵାନ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!
ବିଦ୍ରୋହୀ ବଢ଼ାଇଲେ ବିହାର ମହାମେଣ୍ଟର ଚିନ୍ତା । ସିଟ୍ ସେୟାରିଂକୁ ନେଇ ସହଯୋଗୀ ଦଳରେ ଆଶାୟୀଙ୍କ ବିଦ୍ରୋହ ଆରଜେଡି, କଂଗ୍ରେସକୁ ଅଡୁଆରେ ପକାଇଛି । ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେଉଛି । ୧୨ଟି ଆସନରେ ମହାମେଣ୍ଟ ପ୍ରାର୍ଥୀ ପରସ୍ପର ବିରୋଧରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଖୋଲାଖୋଲି ବିଦ୍ରୋହ ଘୋଷଣା କରିଛନ୍ତି । ମେଣ୍ଟରେ ଫାଟ, ଏନଡିଏ ପାଇଁ ବଡ଼ ସୁଯୋଗ ଆଣିଛି । ମୁଜାଫରପୁର ନିର୍ବାଚନ ରାଲିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ଼ ଘୋଷଣା କରି ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଇଛନ୍ତି ।
ମହାମେଣ୍ଟ ପ୍ରାର୍ଥୀ ପରସ୍ପର ବିରୋଧରେ ନିର୍ବାଚନ ମଇଦାନକୁ ଓହ୍ଲାଇ ପରୋକ୍ଷରେ ବଢ଼ାଇଛନ୍ତି ଏନଡିଏ ଶକ୍ତି । ରାଜ୍ୟରେ ଅଣଆନୁଷ୍ଠାନିକ ଭାବରେ ମହାଗଠବନ୍ଧନ ପ୍ରାର୍ଥୀ ୩୬ଟି ଆସନରେ ପରସ୍ପର ବିରୋଧରେ ଲଢ଼ୁଥିବା ଦାବି କରିଛନ୍ତି ବିଜେପି ନେତା ଅଜୟ ଆଲୋକ । ଆରଜେଡି, କଂଗ୍ରେସ, ସିପିଆଇ, ଭିଆଇପି ମେଣ୍ଟ ଟୁକୁଡେ-ଟୁକେଡେ ମେଣ୍ଟରେ ପରିଣତ ହୋଇଛି ।
ଏଥିସହ ପଢ଼ନ୍ତୁ: ପ୍ରାର୍ଥିପତ୍ର ଦାଖଲ ପରେ RJDର ବିଧାୟକ ପ୍ରାର୍ଥୀଙ୍କୁ କାହିଁକି ଗିରଫ କଲା ପୋଲିସ ?
ମହାଗଠବନ୍ଧନରେ ଫାଟ ଜଳଜଳ ଦେଖା ଯାଉଛି । ପ୍ରଚାର ମଇଦାନରେ ଦୁର୍ନୀତିଗ୍ରସ୍ତ ଓ ଜଙ୍ଗଲରାଜ୍ ବିରୋଧରେ ଗର୍ଜୁଛନ୍ତି ଏନଡିଏ ଷ୍ଟାର ପ୍ରଚାରକ । ନଭେମ୍ବର ୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୮ ଜିଲ୍ଲାର ୧୨୧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଛି ମତଦାନ । ମଇଦାନରେ ଅଛନ୍ତି ମୋଟ ୧୩୧୪ ପ୍ରାର୍ଥୀ । ନଭେମ୍ବର ୧୧ରେ ୧୨୨ଟି ଆସନରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ପରେ ୧୨ରେ ସାମ୍ନାକୁ ଆସିବ ବିହାରବାସୀଙ୍କ ନିଷ୍ପତ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories