Videos
|
Ratha Yatra 2025

ଛୁଆଙ୍କୁ କାହିଁକି ବାଇଶି ପାହାଚରେ ଗଡାଇଦିଅନ୍ତି ବାପା-ମା'

Smruti Parija
Browse all articles by Smruti Parija
·1 year ago·1 min read
ଛୁଆଙ୍କୁ କାହିଁକି ବାଇଶି ପାହାଚରେ ଗଡାଇଦିଅନ୍ତି ବାପା-ମା'

Key Points

ବାଇଶି ପାହାଚରେ ଥିଲା ପାଣି ଝର
ସମୁଦ୍ରରୁ ଭାସିଆସିଲା ମାଙ୍କଡା ପଥର

23 କି 30 ନୁହେଁ 22ଟି ପାହାଚ ହିଁ କାହିଁକି ନିର୍ମାଣ ହେଲା

ଜଗାକୁ ଦେଖିବାକୁ ମନରେ ଯେତିକି ଉତ୍କଣ୍ଠା ଥାଏ ଜଗା ଦର୍ଶନ ସାରି ଫେରିବା ବେଳେ ମଧ୍ୟ ବାଇଶି ପାହାଚରେ ଗଡିବା ଆମ ଓଡିଆଙ୍କର ଗୋଟେ ଅଭ୍ୟାସ । ଜଗାର ଗୋଟିଏ ଝଲକ ପାଇ ବାଇଶି ପାହାଚରେ ଟିକେ ଗଡି ଗଲେ ଲାଗେ ଜଗା ସବୁ ଠିକ୍ କରିଦବ । ଅନୁଭବ ହୁଏ, ସତେ ଯେମିତି ଜୀବନର ସମସ୍ତ ପାପ ଧୋଇ ହୋଇଗଲା । ଛୁଆଟିଏ ଚାଲୁନଥିଲେ, କି ଦେହ ସୁସ୍ଥ ରହୁନଥିଲେ ବାଇଶି ପାହାଚରେ ଗଡାଇ ଦେଇ ବାଇଶି ପାହାଚ ଧୂଳି ଗୋଟେଇ ଆଣି ଛୁଆର ମୁଣ୍ଡରେ ମାରିଦିଅନ୍ତି ବାପା-ମା ।


ହେଲେ ଶ୍ରୀମନ୍ଦିର ସହ ବାଇଶି ପାହାଚର କଣ ରହିଛି ସାମଞ୍ଜସ୍ୟ । 23 କି 30 ନୁହେଁ 22ଟି ପାହାଚ ହିଁ କାହିଁକି ନିର୍ମାଣ ହେଲା । ଛୁଆଙ୍କୁ କାହିଁକି ବାଇଶି ପାହାଚରେ ଗଡାଇଦିଅନ୍ତି ପିତା ମାତା । ଏହା ପଛରେ କଣ କିଛି ରହସ୍ୟ ରହିଛି ଜାଣିବା ପାଇଁ ଦେଖନ୍ତୁ ଭିଡିଓ....

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


rathayatra-2025-know-unknown-fact-about-baisi-pahacha-of-puri-temple | Argus News