Gautam Gambhir Controversy / ଗମ୍ଭୀରଙ୍କ ଉପରେ ବର୍ଷିଲେ ଅଶ୍ୱିନ: ଜାଣିଶୁଣି ଭଲ ପ୍ଲେୟରଙ୍କୁ ସୁଯୋଗ ଦେଉ ନାହାନ୍ତି
·6 months ago·2 min read

Key Points
ଫେଭରେଟିଜିମ୍ ପାଇଁ ଟପ୍ ପ୍ଲେୟାର ବାଦ୍ ପଡୁଛନ୍ତି । ଯାହା ଆମେ କିଛି ଦିନ ହେଲା ଭାରତୀୟ କ୍ରିକେଟରେ ଦେଖିବାକୁ ପାଉଛେ। ଯାହାକୁ ନେଇ କୋଚ୍ ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ସ୍ପିନର ଆର୍ ଅଶ୍ୱିନ୍ ।
ଭାରତୀୟ ଦଳରେ ସାମିଲ ହେବାକୁ ଏବେ ଲମ୍ବା ରେସ୍ । ଦିନକୁ ଦିନ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ବଢୁଛି । କିନ୍ତୁ ଅନେକ ସମୟରେ ଭଲ ପ୍ଲେୟାରଙ୍କୁ ସୁଯୋଗ ମିଳୁନି । ଫେଭରେଟିଜିମ୍ ପାଇଁ ଟପ୍ ପ୍ଲେୟାର ବାଦ୍ ପଡୁଛନ୍ତି । ଯାହା ଆମେ କିଛି ଦିନ ହେଲା ଭାରତୀୟ କ୍ରିକେଟରେ ଦେଖିବାକୁ ପାଉଛେ। ଯାହାକୁ ନେଇ କୋଚ୍ ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ସ୍ପିନର ଆର୍ ଅଶ୍ୱିନ୍ ।
ଅଶ୍ୱିନ୍ କହିଛନ୍ତି ଯେ, ଅର୍ଶଦୀପ ସିଂଙ୍କୁ ଲଗାତାର ଭାବେ ପ୍ଲେଇଂ ଇଲେଭେନରୁ ବାଦ୍ ଦିଆଯାଉଛି। ଯାହା ଠିକ୍ ନୁହେଁ । ଫାଇନାଲରେ ସେ ଖେଳିବେ ବୋଲି କୁହାଯାଉଛି । କିନ୍ତୁ ଦଳରେ ବାମହାତୀ ଦ୍ରୁତ ବୋଲରଙ୍କୁ ସୁଯୋଗ ଦେଲେ ଭଲ ହୁଏ । ସହଜରେ ପ୍ରତିପକ୍ଷ ବ୍ୟାଟର ବାମହାତୀ ବୋଲରଙ୍କୁ ପଢିପାରନ୍ତି ନାହିଁ ।
ସେ ଆହୁରି କହିଛନ୍ତି ଯେ, ଭାରତ ଏବଂ ନ୍ୟୁଜିଲାଣ୍ଡି ବିପକ୍ଷ ସିରିଜରେ ବୋଲରଙ୍କ ମଧ୍ୟରେ ଅଧିକ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ପ୍ରସିଦ୍ଧ କ୍ରିଷ୍ଣା ଏବଂ ହର୍ଷିତ ରାଣାଙ୍କ ପାଇଁ ଅଭିଜ୍ଞତା ଦରକାର । କିନ୍ତୁ କେହି ହେଲେ ଅର୍ଶଦୀପଙ୍କ କଥା ଭାବୁ ନାହାଁନ୍ତି । ପୂର୍ବରୁ ସେ ଅନେକ ମ୍ୟାଚ୍ ଓ୍ୱିନିଂ ବୋଲିଂ କରିଛନ୍ତି । କଣ ପାଇଁ ଅର୍ଶଦୀପଙ୍କୁ ବାହାରେ ବସିବାକୁ ପଡୁଛି ବୋଲି ଅଶ୍ୱିନ୍ ପ୍ରଶ୍ନ କରିଛନ୍ତି ।
ଆହୁରି ମଧ୍ୟ ଅର୍ଶଦୀପଙ୍କୁ ଟି20 ବିଶ୍ୱକପରେ ପ୍ରଥମେ ବୋଲିଂ କରିବାକୁ ସୁଯୋଗ ମିଳିବ ବୋଲି ଅନେକ କହୁଛନ୍ତି । କିନ୍ତୁ ଗମ୍ଭୀର ଏପରି କରିବାକୁ ଦେବେନି । ସେ ଅନ୍ୟ ବୋଲରଙ୍କୁ ସୁଯୋଗ ଦେବେ । ତେଣୁ ଅଶ୍ୱିନ୍ ଅର୍ଶଦୀପଙ୍କ ପାଇଁ ଲଢେଇ କରୁଥିବା ପ୍ରକାଶ କରିଛନ୍ତି । ଅର୍ଶଦୀପ ସଦାବେଳେ ଭଲ ବୋଲିଂ କରିଥାନ୍ତି । ତେଣୁ ତାଙ୍କୁ ସୁଯୋଗ ଦେବା ଦରକାର ବୋଲି ପୂର୍ବତନ ସ୍ପିନର କହିଛନ୍ତି।
ଏହାସହ ପଢ଼ନ୍ତୁ: ବିଶ୍ବକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଟି-୨୦ ସିରିଜ୍ରୁ ବାଦ୍ ପଡ଼ିଲେ ସୁନ୍ଦର
ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ଷ୍ଟାର ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଦିନିକିଆ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି । ଏମିତିକି ଫେବୃଆରୀ ୭ରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ ତାଙ୍କର ଅଂଶଗ୍ରହଣ ମଧ୍ୟ ସନ୍ଦେହରେ ଅଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ସମୟରେ ସେ ସାଇଡ୍ ଷ୍ଟ୍ରେନ୍ ଶିକାର ହୋଇଥିଲେ ।
ଜାନୁଆରୀ ୧୧ ତାରିଖ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆ ସମୟରେ ସେ ଏହି ଆଘାତର ଶିକାର ହୋଇଥିଲେ । ଆଘାତ ଯୋଗୁଁ ଋଷଭ ପନ୍ତଙ୍କୁ ଦଳରୁ ବାଦ ଦିଆଯିବାର ମାତ୍ର ଗୋଟିଏ ଦିନ ପରେ ପୁଣି ଆଉ ଏକ ବଡ଼ ଝଟକା ଭାରତକୁ ଲାଗିଥିଲା ।
ତେବେ ୱାଶିଂଟନ ସୁନ୍ଦରଙ୍କ ଆଘାତ ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ସେ ଫେବୃଆରୀ ୭ ତାରିଖରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳର ମଧ୍ୟ ଅଂଶ । ଆଇସିସି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏହି ଆଘାତ ଟିମ୍ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories