Lionel Messi / ଭୟଙ୍କର ଖୁଲାସା କଲେ ଅର୍ଗାନାଇଜର, କହିଲେ ମେସି କୋଟି କୋଟି ଟଙ୍କା ନେଇ ବି...
·8 months ago·2 min read

Key Points
ମେସିଙ୍କୁ ନେଇ ବଡ଼ କଥା କହିଦେଲେ ଅର୍ଗନାଇଜର୍
ଲୋକେ ଛୁଇଁଲେ ରାଗି ଯାଉଥିଲେ ମେସି
ଲୋକେ ଛୁଇଁଲେ ରାଗି ଯାଉଥିଲେ ମେସି
ତିନି ଦିନିଆ ଭାରତ ଗସ୍ତରେ ଆସି କୋଲକାତାରେ ପହଞ୍ଚିଥିଲେ ଫୁଟବଲ ଷ୍ଟାର ମେସି । ମେସିଙ୍କୁ ନେଇ ଫୁଟବଲର ସହର କୋଲକାତା ସମେତ ବିଭିନ୍ନ ସହରରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । କୋଲକାତା, ହାଇଦ୍ରାବାଦ, ଦିଲ୍ଲୀ ଓ ମୁମ୍ଵାଇ ଏପରି ୪ଟି ସହର ବୁଲିଥିଲେ ମେସି । ଗୋଟ ଇଣ୍ଡିଆ ଟୁର ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ ମେସି। ତାଙ୍କ ଫ୍ୟାନ୍ସ ବହୁତ ଉତ୍ସାହିତ ଥିଲେ। ହେଲେ ମେସି ଆସିବା ପରେ ସମସ୍ତେ ନିରାଶ ହୋଇଥିଲେ।
ଲିଓନେଲ ମେସିଙ୍କୁ ନେଇ ବଡ଼ କଥା ଖୁଲାସା କଲେ ଅର୍ଗାନାଇଜର। କହୁ କହୁ ଏମିତି କିଛି କହିଛନ୍ତି ଯାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ମେସି କେମିତି ରାଗି ଯାଉଥିଲେ, ତାର କଣ ଅସୁବିଧା ହେଉଥିଲା ଏସବୁ କଥା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭାରତ ଗସ୍ତ ମେସିଙ୍କୁ ଭଲ ଲାଗିଲା । ୮୯ କୋଟି ଟଙ୍କା ନେଇଥିଲେ ମଧ୍ୟ ତାଙ୍କୁ କେହି ସ୍ପର୍ଶ କରୁ ବୋଲି ସେ ଚାହିଁନଥିଲେ । କୋଲକାତାରେ ମେସି ରାଗି ଯାଇଥିଲେ । ଏପରି କିଛି ସାଙ୍ଘାତିକ ତଥ୍ୟର ଖୁଲାରା କରିଛନ୍ତି ଲିଓନେଲ ମେସିଙ୍କ ଗସ୍ତ କାର୍ଯ୍ୟକ୍ରମ ବୁଝୁଥିବା ସଂସ୍ଥାର ଅର୍ଗନାଇଜର୍ ।
କୋଲକାତା ଷ୍ଚାଡିୟମରେ ଭଙ୍ଗାରୁଜା ପରେ ପଶ୍ଚିମବଙ୍ଗ ସରକାର ଆଇପିଏସ ଅଧିକାରୀ ପିୟୁଷ ପାଣ୍ଡେଙ୍କ ନେତୃତ୍ୱରେ ଏକ ଏସଆଇଟି ଟିମ୍ ଗଠନ କରିଥିଲେ । ମେସିଙ୍କ କାର୍ଯ୍ୟକ୍ରମରେ ଘଟିଥିବା ଅପ୍ରୀତିକର ପରିସ୍ଥିତି ବାବଦରେ ଏସଆଇଟି ତଦନ୍ତ ଜାରି ରଖିଛି । , କୋଲକାତା ସଲ୍ଟ ଲେକ୍ ଷ୍ଟାଡିୟମରେ ମେସି ଖୁସି ନଥିଲେ । ମନଇଚ୍ଛା ଲୋକ ଆସି ତାଙ୍କୁ ଆଲିଙ୍ଗନ କରୁଥିଲେ । ଏନେଇ ପୂର୍ବରୁ ସୂଚନା ଦିଆଯାଇଥିଲା । ମେସିଙ୍କ ପାଖରେ ଥିବା ବିଦେଶୀ ସୁରକ୍ଷା ଅଧିକାରୀ କଡା ନଜର ରଖୁଥିଲେ । କିନ୍ତୁ ତଥାପି ତ୍ରୁଟି ପରିଲକ୍ଷିତ ହୋଇଥିଲା ।
ଗିରଫ ହୋଇଥିବା ଅର୍ଗନାଇଜର୍ କହିଛନ୍ତି ଯେ, ମେସିଙ୍କୁ ୮୯ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଏହାମଧ୍ୟରୁ ୧୧ କୋଟି ଭାରତ ସରକାର ଟ୍ୟାକ୍ସ ଆକାରରେ ନେଇଛନ୍ତି । ପ୍ରାୟ ୧୦୦ କୋଟି ଟଙ୍କା କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଛି । ଏହାମଧ୍ୟରୁ ୩୦ ପ୍ରତିଶତ ବିଭିନ୍ନ ପ୍ରଯୋଜନା ସଂସ୍ଥା ପ୍ରଦାନ କରିଥିଲେ । ଅନ୍ୟ ୩୦ ପ୍ରତିଶତ ଟିକେଟ୍ ଆକାରରେ ସଂଗ୍ରହ କରାଯାଇଥିଲା । ଏହାସହ ପୋଲିସ ଶତାଦ୍ରୁଙ୍କ ଆକାଉଣ୍ଟରେ ଥିବା ୨୦ କୋଟି ଟଙ୍କାକୁ ଫ୍ରିଜ୍ କରିଦେଇଛି । ଏହାସହ ତାଙ୍କ ଘରୁ ପୋଲିସ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଯାହାକୁ କୋଲକାତା ଏବଂ ହାଇଦ୍ରାବାଦ କାର୍ଯ୍ୟକ୍ରମର ଟିକେଟରୁ ଆୟ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଦନ୍ତରେ ଅର୍ଗନାଇଜର୍ କହିଛନ୍ତି ଯେ, ଲୋକଙ୍କୁ ଶାନ୍ତ ରହିବାକୁ କୁହାଯାଇଥିଲା । କିନ୍ତୁ କୌଣସି ପ୍ରଭାବ ପଡିନଥିଲା । ଯେପରି ଭାବେ ମେସିଙ୍କୁ ଅନେକ ନେତା, ପୋଲିସ ଘେରି ରହିଥିଲେ ତାହା ଗ୍ରହଣନୀୟ ନୁହେଁ । ପଶ୍ଚିମବଙ୍ଗର କ୍ରୀଡାମନ୍ତ୍ରୀ ଅରୁପ ବିଶ୍ୱାସ ମେସିଙ୍କ ପାଖେ ପାଖେ ରହୁଥିବା ଦେଖିବାକୁ ମିଳିଥିଲା । ଅନେକ ସମୟରେ ସେ ମେସିଙ୍କ ଅଣ୍ଟାକୁ ଧରି ଫଟୋ ଉଠାଉଥିଲେ । ଯାହାର ଫଟୋ ଭାଇରାଲ ହୋଇଥିଲା । ଏପରିକି ସେ ତାଙ୍କ ପରିବାର ଲୋକଙ୍କ ମେସିଙ୍କ ନିକଟକୁ ନେଇ ଆସିଥିଲେ ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories